24.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

ଲୋକଙ୍କ କରେଣ୍ଟ କାଟିଲେ ବିରୋଧ କରିବ କଂଗ୍ରେସ ଓ ବିଜେପି

 ବିଜୁଳି କାଟିଲେ ହେବ ବିରୋଧ । ଗାଁରୁ ବିଜୁଳି କାଟିଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ ଓ ବିଜେପି। ଗରିବ ଲୋକଙ୍କ ଘରୁ ଲାଇନ୍ କଟାଗଲେ ବିରୋଧ କରାଯିବ ବୋଲି  କଂଗ୍ରେସ ନେତା ସୁର ରାଉରରାୟ କହୁଥିଲାବେଳେ ଖାଉଟିମାନଙ୍କ ଉପରେ ବୋଝ ଲଦିବାକୁ  ସରକାର ଚାହୁଁଥିବା କହୁଛି ବିଜେପି ।  ଟାଟା ବକେୟା ଅର୍ଥ ନଦେଲେ ସେସୁକୁ କିଣିବ ନାହିଁ ସେସୁକୁ ଟାର୍ଗେଟ କରିଛି ବିଜେପି। ମୁଣ୍ଡ ଉପରେ ପିଲାଙ୍କ ପରୀକ୍ଷା, ନିଷ୍ପତ୍ତି ବଦଳାଅ ନହେଲେ ଆନ୍ଦୋଳନ ଜୋରଦାର ହେବବୋଲି କହିଛନ୍ତି ଦୁଇ ଦଳ।

ସୂଚନାଯୋଗ୍ୟ, ଜାନୁଆରି ୧୫ସୁଦ୍ଧା ଯେଉଁମାନଙ୍କର ବିଦ୍ୟୁତ୍ ବିଲ୍ ବକେୟା ଅଛି ତାହା ତୁରନ୍ତ ପୈଠ ନ କଲେ ବିଦ୍ୟୁତ ସଂଯୋଗ କଟାଯିବ। ଜାନୁଆରି ୧୬ରୁ ଫେବ୍ରୁଆରି ୫ ମଧ୍ୟରେ ସେସୁର ୪୧୩ଟି ସ୍କ୍ବାଡ୍ ୧୧୩୯୭ଟି ଗାଁ ବୁଲିବୁଲି ବିଦ୍ୟୁତ୍ ବିଲ୍ ବକେୟା ଥିବା ଲୋକଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଚେତାଇ ଦେଇଛନ୍ତି।
ପଢନ୍ତୁ: ଜିଓ ଫ୍ରି କଲା ସମସ୍ତ ଓ୍ୱାଇଫାଇ କଲ୍‌ – ଜାଣନ୍ତୁ କେମିତି କରିବେ ଆକ୍ଟିଭ

Related posts

ମୂର୍ତ୍ତି ଉଚ୍ଚତା ନେଇ ନିଷ୍ପତ୍ତି ପାଇଁ ୨ ଦିନ ସମୟ ନେଲେ ସରକାର

Ratnamani Maharana

ଆସୁଛି ଲଘୁଚାପ, ୨୬ ଯାଏଁ ପ୍ରବଳ ବର୍ଷା

Ratnamani Maharana

ଦୀପାବଳିରେ ନାହିଁ ବର୍ଷା ଭୟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More