News POLITICALS

୬ ଲୋକସଭା ଏବଂ ୩୬ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

con

୨୩ ବିଧାୟକ ପ୍ରାର୍ଥୀ,୪ ଲୋକସଭା ପ୍ରାର୍ଥୀ ନୂଆ

ଓଡ଼ିଶାର ୬ଟି ଲୋକସଭା ଏବଂ ୩୬ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ୬ଟି ଲୋକସଭା ଆସନ ହେଲା ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଏବଂ ବ୍ରହ୍ମପୁର ।

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଭି. ଚନ୍ଦ୍ରଶେଖର ନାଇଡୁ ମଇଦାନକୁ ଓହ୍ଲାଇବେ । ସେହିପରି କନ୍ଧମାଳରୁ ମାନସ କୁମାର ଆଚାର୍ଯ୍ୟ, ନବରଙ୍ଗପୁରରେ ପ୍ରଦୀପ ମାଝୀ, କଳାହାଣ୍ଡିରୁ ଭକ୍ତ ଚରଣ ଦାସ, ସୁନ୍ଦରଗଡ଼ରେ ଜର୍ଜ ତିର୍କି ଓ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଦୀପ କୁମାର ଦେବତା ଲଢ଼ିବେ ।

ଅନ୍ୟପକ୍ଷରେ କେରଳରେ ମୋଟ 20ଟି ଲୋକସଭା ଆସନରୁ କଂଗ୍ରେସ ୧୬ଟି ସିଟ୍‌ରେ ପ୍ରାର୍ଥୀ ଦେବ ବୋଲି ସୂଚନା ଦେଇଥିବା ବେଳେ ୧୨ଟି ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି । ଅନ୍ୟ ୪ଟି ଆସନ ପାଇଁ ଦଳ ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛି ।

ପଢନ୍ତୁ; ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

Related posts

ପେଟ୍ରୋଲ ପମ୍ପରେ ମିଳିବ ଔଷଧ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୂଆ ଯୋଜନା

ENO Beuro

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ENO Beuro

ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇ ତଣ୍ଡ ଗଣିଲେ ଚାରି ଜଣ ଯବାନ

ENO Beuro

Leave a Comment