POLITICALS

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ହାତରେ ଦୁଇ ଦିନ ଥିବାରୁ ନେତାଙ୍କ ଘନ ଘନ ପ୍ରଚାର

ପ୍ରଥମ ଦ୍ଵିତୀୟ ଓ ତୃତୀୟ ନିର୍ବାଚନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ  ପାଇଁ ଆସନ୍ତାକାଲି ପ୍ରଚାର ସରିବ। ହାତରେ ଆଉ ମାତ୍ର ୨ ଦିନ ଥିବାରୁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି। କେନ୍ଦ୍ରରୁ ବିଜେପି ଓ କଂଗ୍ରେସ  ଅଧକ୍ଷଙ୍କ ଆଗମନ ବଢିବାରେ ଲାଗିଛି। ତେବେ ଆଜି କେନ୍ଦ୍ରରୁ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ  ଓଡିଶା ଗସ୍ତରେ ଆସୁଛନ୍ତି। ବାଲେଶ୍ୱର ରେମୁଣା ନିର୍ବାଚନମଣ୍ଡଳୀର ନରହରିପୁରରେ ଏକ ନିର୍ବାଚନୀ ସଭାରେ ସେ ଯୋଗ ସେ ଜନସମାବେଶକୁ ଆହ୍ଵାନ କରିବେ।

ସଭାରେ ଓଡିଶା କଂଗ୍ରେସ ପ୍ରଭାରୀ ଟି.ଏସ୍. ସିଂହଦେଓ, ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ୍, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ପିସିସି କର୍ମକର୍ତ୍ତା ଓ ବିଧାୟକ ପ୍ରାର୍ଥୀ ସଭାରେ ଯୋଗଦେବେ । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସି ଦେଖାଦେଇଛି।
ପଢନ୍ତୁ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ‘ନୂଆ ସରକାରର ଶପଥ ଗ୍ରହଣରେ ନିଶ୍ଚିତ ଡାକିବୁ’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Related posts

ବିଜେଡି ରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୃହ ପ୍ରବେଶ

Ratnamani Moharana

ସୁପ୍ରିମକୋର୍ଟର ୪୫ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର

ENO Beuro

୨୦୧୯ ଲୋକସଭା ନିର୍ବାଚନରେ ପୁର୍ନବାର ମୋଦୀ ସରକାରକୁ କ୍ଷମତାସୀନ ହେବାକୁ ଦେବୁ ନାହିଁ : ସୋନିଆ ଗାନ୍ଧି

ENO Beuro

Leave a Comment