News

ରାଜଧାନୀରେ ହାବିଲଦାରଙ୍କ ଦାଦାଗିରି: ସିନେମା ଷ୍ଟାଇଲରେ ପିସ୍ତଲ ଦେଖାଇ ଧମକ

ରାଜଧାନୀର ରାଜରାସ୍ତା ଉପରେ କମିସନରେଟ ପୋଲିସର ଦବଙ୍ଗଗିରି । ଏପରି କିଛି ଦୃଶ୍ୟ ଦେବିବାକୁ ମିଳିଥିଲା ସ୍ମାର୍ଟ ସିଟିର ସ୍ମାର୍ଟ ହାବିଲଦାରଙ୍କ ହାତରେ।ରାଜଧାନୀରେ ବଢିଚାଲିଥିବା ରାହାଜାନୀ ଓ ଲୁଟକୁ ନିୟନ୍ତ୍ରଣ କରିବା ଲାଗି ତାଲିମପ୍ରାପ୍ତ ପିସିଆର କର୍ମଚାରୀଙ୍କୁ ପିସ୍ତଲ  ଦିଆଯାଇଛି। ମାତ୍ର ଏମାନେ ରକ୍ଷକ ହୋଇ ଭକ୍ଷକ ସାଜି ସାଧାରଣ ଜନତାଙ୍କ ଉପରେ ହିନ ପ୍ରୋୟାଗ କରୁଛନ୍ତି ନିଜ କ୍ଷମତାର।

ରାଜଧାନୀର ଜୟଦେବ ବିହାରରେ ଦେଖିବାକୁ ମିଳିଥିଲା କମିସନରେଟ ପୋଲିସର ଜଣେ ହାବିଲଦାରଙ୍କ ଗୁଣ୍ଡାରଜ  । ବିଏମସି ସଫେଇ କର୍ମଚାରୀମାନେ ଦରମା ପାଇନଥିବାରୁ ରାସ୍ତା ଅବରୋଧ  କରିଥିଲେ । ଖବର ପାଇ ନୟାପଲ୍ଲୀର ୧୮ ନମ୍ବର ପିସିଆର ଘଟଣା ସ୍ଥଳରେ ପହଁଚିଥିଲା । ଲୋକଙ୍କୁ ପ୍ରଥମେ ରାସ୍ତା ଉପରୁ ଉଠିଯିବାକୁ ଧମକ ଦେଇଥିଲେ ।ବିଏମସି କର୍ମଚାରୀମାନେ ଏକଥାକୁ ଭ଼କ୍ଷେପ ନକରିବାରୁ ବାହାରିପଡିଥିଲେ ଦବଙ୍ଗ ହାବିଲଦାର ଇଜାମୁଲ ଅହମଦ । ସିନେମା ଷ୍ଟାଇଲରେ ପିସ୍ତଲ ଦେଖାଇ ଧମକ  ଦେଇଥିଲେ।
ପଢନ୍ତୁ: ଭୋଟରଙ୍କ ମନ ଜିଣିବା ପାଇଁ ସମ୍ବିତ ପାତ୍ରଙ୍କ ନୂଆ ପ୍ରୟାସ: ତେଲୁଗୁ ଭାଷାରେ ଗାଇଲେ ଗୀତ

Related posts

ସାରାଙ୍କୁ ଅପରହରଣ କରିନେବା ପାଇଁ ଧମକ , ଅଭିଯୁକ୍ତକୁ ଗିରଫ କରିଛି ପୋଲିସ

ENO Beuro

ଜାଣନ୍ତୁ ଅନଲାଇନରେ ଭୋଟର କାର୍ଡ କେମିତି ବାହାର କରିବେ

ENO Beuro

1 comment

Leave a Comment