EnewsOdia.Com

ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

ବାଜୁଥିଲା ଆଦିବାସୀ ଗୀତ, ଆଉ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇଥିଲେ କିଛି ପିଲା | ନିଜର ସୁନ୍ଦର ନୃତ୍ୟରେ ବିଦେଶୀ ଅତିଥିଙ୍କୁ ସ୍ୱାଗତ କଲେ ଓ ବିଦେଶୀ ଅତିଥି ବି ପିଲାଙ୍କ ସହ ନୃତ୍ୟରେ ଝୁମିଛନ୍ତି | ପିଲାଙ୍କ ସହ ପାଦରେ ପାଦରେ ମିଳାଇ ବେଶ ଖୁସି ଅନୁଭବ କରିଛନ୍ତି ଓଡିଶାକୁ ଅତିଥି ଭାବେ ଆସିଥିବା ଆମେରିକାର କନସଲ ଜେନେରାଲ ଜୋଏଲ୍ ରେଫମ୍ୟାନ୍ |

ହାଇଦ୍ରାବାଦସ୍ଥିତ ଆମେରିକା କନସୁଲେଟ୍ ଜେନେରାଲରେ ଅବସ୍ଥାପିତ କନସଲ ଜେନେରାଲ ଜୋଏଲ୍ ରେଫମ୍ୟାନ୍ କିସ୍ ଓ କିଟ୍ ପରିଦର୍ଶନ କରିବା ବେଳେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା |

ଏହା ମୋର ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବା ବେଳେ କିସ୍ ବୁଲି ନିଜକୁ ଭାଗ୍ୟବାନ ବୋଲି ମନେକରିଛି।

ପଢନ୍ତୁ: ଶ୍ରୀମନ୍ଦିର ଭିତରେ ଟିକ୍‌ଟିକ୍‌ ଭିଡିଓ ପ୍ରସଙ୍ଗ, ଅଟକ ହେଲେ ନାବାଳିକା

ସମ୍ବନ୍ଧିତ ଖବର

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

Ratnamani Maharana

ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

Ratnamani Maharana

ସନ୍ତୁଷ୍ଟ ନୁହଁ, କିନ୍ତୁ ସମ୍ମାନ ଦେବୁ; ମୁସଲିମ୍ ପର୍ସନଲ ଲ ବୋର୍ଡ୍

Ratnamani Maharana

ସରିଲା ମୋଦିଙ୍କୁ ମିଳିଥିବା ଉପହାରର ଇ-ନିଲାମୀ

Ratnamani Maharana

କମିଲା ବର୍ଷା, ଆସୁଛି ଶୀତ

Ratnamani Maharana