ହରମୋନସ୍ତର ନିୟନ୍ତ୍ରଣ ପାଇଁ ବେଶ ଉପଯୋଗୀ ମିଶିରି
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
Loading...
ସବୁଜ ପନିପରିବା ଖାଇବା ଦ୍ୱାରା ହୃଦ୍ଜନିତ ସମସ୍ୟା ହ୍ରାସ ପାଇଥାଏ । ଏଥିରେ ଥିବା ତତ୍ତ୍ୱ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରିଥାଏ ।
ଆଜିକାଲି ଖାଇବା ପିଇବାର ସମୟ ଠିକ୍ ରହୁ ନ ଥିବାରୁ ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ଖାସ୍ କରି ଓଜନ ବଢ଼ିବା ଏବଂ ମଧୁମେହ ରୋଗ ହେବା ଆଜିକାଲି ସାଧାରଣ ହୋଇ ଗଲାଣି । ଶରୀରରେ ହେଉଥିବା ଏଭଳି ଅନେକ ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧ ନୁହେଁ, ବରଂ ବିନ୍ସ ଖାଇବା ଲାଭଦାୟକ ହୋଇଥାଏ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କିନ୍ତୁ ଏହା ସତ । ସପ୍ତାହକୁ ୩ ଥର ଏହାକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂରେଇ ଯାଇଥାଏ । ସେ ସବୁ କ’ଣ ଆସନ୍ତୁ ଜାଣିବା।
୧.ସବୁଜ ପନିପରିବା ଖାଇବା ଦ୍ୱାରା ହୃଦ୍ଜନିତ ସମସ୍ୟା ହ୍ରାସ ପାଇଥାଏ । ଏଥିରେ ଥିବା ତତ୍ତ୍ୱ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ସପ୍ତାହକୁ ୩ ଥର ବିନ୍ସ ଖାଇବା ଦରକାର। ଏଥିରେ ଥିବା ଫାଇବର ଏବଂ ପୋଟାସିୟମର ମାତ୍ରା ହୃଦୟକୁ ସୁସ୍ଥ ରଖିଥାଏ ।
୨.ବିନ୍ସରେ ଫ୍ଲାଭୋନଏଡ଼୍ସ ଏବଂ କ୍ୟାମ୍ପଫ୍ରଲ ରହିଥାଏ, ଯାହା ଶରୀରରେ କର୍କଟ ରୋଗ କୋଷିକାକୁ ସୃଷ୍ଟି ହେବାକୁ ଦେଇ ନଥାଏ ।
୩.ଯେଉଁ ଲୋକମାନଙ୍କର ପେଟ ସମ୍ଭନ୍ଧିତ ସମସ୍ୟା ରହିଛି, ସେମାନଙ୍କୁ ବିନ୍ସର ସେବନ ନିହାତି କରିବା ଦରକାର । ଏଥିରେ ଥିବା ତତ୍ତ୍ୱ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।
୪. ଏହାକୁ ଖାଇବା ଦ୍ୱାରା ମହିଳାମାନଙ୍କୁ ମାସିକ ଧର୍ମ ସମୟରେ ହେଉଥିବା ଅସୁବିଧାରୁ ମୁକ୍ତି ମିଳିଥାଏ ।
୫. ବିନ୍ସରେ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ବିନ୍ସ ଖାଇବା ଦ୍ୱାରା ଏଥିରେ ମହଜୁଦ୍ ଥିବା ଫାଇବର ରକ୍ତରେ ସର୍କରା ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ।