LIFESTYLE

ବର୍ଷା ଦିନରେ ପାଆନ୍ତୁ ଡାଇରିଆରୁ ମୁକ୍ତି, ଜାଣନ୍ତୁ କିପରି

Untitled 1

ଗ୍ରୀଷ୍ମଋତୁ ଯାଇ ବର୍ଷାଋତୁ ଆସି କବାଟ ପିଟିଲାଣି । ଋତୁ ପରିବର୍ତ୍ତନ ଏବଂ ଲଗାଣ ବର୍ଷା କାରଣରୁ ଏହି ସମୟରେ ଅନେକ ରୋଗ ଶରୀରକୁ କବଳିତ କରିଥାନ୍ତି । ଏହି ଦିନରେ ଡାଇରିଆ ରୋଗ ସବୁଠାରୁ ଅଧିକ ବ୍ୟାପିଥାଏ । ଯେଉଁଥିପାଇଁ ନାନାଦି କଷ୍ଟର ସାମ୍ନା କରିବାକୁ ପଡେ । ତେବେ ଆସନ୍ତୁ ଏହି ରୋଗରୁ କିଭଳି ନିଜକୁ ସୁରକ୍ଷିିତ ରଖିବେ ଜାଣିରଖନ୍ତୁ ।

 

କଦଳୀ ଏବଂ ଭାତ

ଏହି ଦୁଇ ଖାଦ୍ୟ ଅନ୍ତର ଗତିକୁ ନିୟନ୍ତ୍ରୀତ କରିଥାଏ । ଯେଉଁଥିରେ ଅତ୍ୟଧିକ ଝାଡା ହେବା ବନ୍ଦ ହୋଇଯାଏ ।

ସେଓ ଏବଂ ମୌସମ୍ବୀ

ଏଥିରେ ଥିବା ପ୍ରୋଟିନ୍ ଏବଂ ଭିଟାମିନ୍ ସି ଅତ୍ୟଧିକ ଝାଡା ହେବାରୁ ବନ୍ଦ କରିଥାଏ ।

ଲୁଣ-ଚିନିର ଘୋଳ

ଏହି ଘୋଳ ସେବନ କରିବା ଦ୍ୱାରା ଶରୀରରେ ପାଣିର ଅଭାବ ଦେଖାଯାଏନାହିଁ । ଦୁର୍ବଳରୁ ଉପସମ ମିଳିଥାଏ ।

ଅଦା ଏବଂ ଚା

ଅଦା ଖାଇବା ଦ୍ୱାରା ଡାଇରିଆରୁ ଉପସମ ମିଳେ ଏବଂ ଅଦାଚାରୁ ପେଟ ଯନ୍ତ୍ରଣା କମ୍ ହୋଇଥାଏ । ଅଦାରସ , ଲେମ୍ବୁରସ ଏବଂ ଗୋଲମରିଚ ଗୁଣ୍ଡ ପାଣିରେ ମିଶାଇ ପିଅନ୍ତୁ ଉପସମ ମିଳିବ ।

ଚହ୍ଲା , ଦହି , ମାଣ୍ଡିଆ,ନଡିଆ ପାଣିକୁ ସେବନ କରନ୍ତୁ । ଚା ଏବଂ କଫି ବଦଳରେ ଗ୍ରୀନ୍ ଟି ପିଅନ୍ତୁ । ଭୁଲରେ ଗରମ କ୍ଷୀର ପିଅନ୍ତୁ ନାହିଁ । ଗରମ କ୍ଷୀର ଏସିଡିଟିକୁ ବଢାଇଥାଏ । ଗରମ ବଦଳରେ ଥଣ୍ଡା କ୍ଷୀର ପିଇ ପାରନ୍ତି । ପନିର ଖାଆନ୍ତୁ ନାହିଁ ।

ପଢନ୍ତୁ: ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି

Related posts

ଆସନ୍ତୁ ଜାଣିବା ଆମ ଦୈନିକ ଜୀବନରେ ‘ସଂଗୀତ’ର ପ୍ରଭାବ କଣ ରହିଛି ?

ENO Beuro

ପେଟ ବଢିଯାଉଛି କି ? ପେଟ କମାଇବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ବଦହଜମି ପାଇଁ ଚିନ୍ତିତ? ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଘରୋଇ ଉପାୟ

ENO Beuro

Leave a Comment