ଏୟାର କଣ୍ଡିସନର ତାପମାତ୍ରାରେ ଲଗାମ ୨୪ ଡିଗ୍ରିରୁ ତଳକୁ ଖସିବନି

କାରଖାନାରେ ନିର୍ମିତ ଏସି ଗୁଡ଼ିକ ଉପରେ ହେବ ଏହି ବାଧ୍ୟତାମୂଳକ

ଏୟାର କଣ୍ଡିସନର ତାପମାତ୍ରାରେ ଲଗାମ ୨୪ ଡିଗ୍ରିରୁ ତଳକୁ ଖସିବନି । ଆଗାମୀ କିଛି ମାସ ମଧ୍ୟରେ ଦେଶରେ ଏୟାର କଣ୍ଡିସନର ନିର୍ମିତ କାରଖାନାରେ ଗୁଡ଼ିକରେ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ନେଇ ସରକାର ଯୋଜନା ଚଳାଇଛନ୍ତି। ଏସିର ତାପମାତ୍ରା ସେଟିଂରେ ୧ ଡିଗ୍ରି ବୃଦ୍ଧି କରାଗଲେ ୬ ପ୍ରତିଶତ ବିଜୁଳି ସଞ୍ଚୟ ହୋଇଥାଏ। ଦେଶରେ ବିଜୁଳି ସଞ୍ଚୟ ସହିତ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯିବ। ଏହି ବୈଠକରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏଭଳି ପ୍ରସ୍ତାବକୁ କମ୍ପାନି ଗୁଡ଼ିକ ପ୍ରଶଂସା କରାଯିବା ସହିତ ସକାରାତ୍ମକ ମନୋଭାବ ପୋଷଣ କରାଯାଇଥିଲା ପ୍ରତିଷ୍ଠାନ ଗୁଡ଼ିକରେ ତାପମାତ୍ରା ଏତେ କମ୍‌ରେ ରଖାଯିବା ଯୋଗୁ ଲୋକଙ୍କୁ ଗରମ ପୋଷାକ ଏବଂ କମ୍ବଳ ଆଦି ବ୍ୟବହାର କରିବାକୁ ପଡ଼ୁଛି। ଜାପାନ ଭଳି ଦେଶରେ ଏସିର ତାପମାତ୍ରାକୁ ୨୮ ଡିଗ୍ରିରେ ରଖିବାକୁ ନିୟମ ରହିଛି କିନ୍ତୁ ଏହାପରେ ବିଇଇ ପକ୍ଷରୁ ଏସିର ତାପମାତ୍ରାକୁ ୨୪ ଡିଗ୍ରିରେ ରଖିବାକୁ ସୁପାରିସ କରାଯାଇଛି।

ପଢନ୍ତୁ : ବ୍ରହ୍ମପୁରରୁ କଟକ ମେମୁ ଟ୍ରେନ୍‌ ଗଡ଼ିଲା

ଏୟାର କଣ୍ଡିସନର ତାପମାତ୍ରାରେ ଲଗାମ ୨୪ ଡିଗ୍ରିରୁ ତଳକୁ ଖସିବନି - 4.5

90%

ଏସିର ତାପମାତ୍ରା ସେଟିଂରେ ୧ ଡିଗ୍ରି ବୃଦ୍ଧି କରାଗଲେ ୬ ପ୍ରତିଶତ ବିଜୁଳି ସଞ୍ଚୟ ହୋଇଥାଏ। ଦେଶରେ ବିଜୁଳି ସଞ୍ଚୟ ସହିତ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯିବ - 4.8

95%
4.6/5

Excellent!

ଏୟାର କଣ୍ଡିସନର ତାପମାତ୍ରାରେ ଲଗାମ ୨୪ ଡିଗ୍ରିରୁ ତଳକୁ ଖସିବନି

ଆଗାମୀ କିଛି ମାସ ମଧ୍ୟରେ ଦେଶରେ ଏୟାର କଣ୍ଡିସନର ନିର୍ମିତ କାରଖାନାରେ ଗୁଡ଼ିକରେ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ନେଇ ସରକାର ଯୋଜନା ଚଳାଇଛନ୍ତି

No Votes Yet

You're not rated yet