Loading...

ଶରୀର ପାଇଁ ଉପଯୋଗୀ ଧନିଆ ପତ୍ର ! ଜାଣନ୍ତୁ, କିପରି

ଶରୀର ପାଇଁ ଉପଯୋଗୀ ଧନିଆ ପତ୍ର ! ଜାଣନ୍ତୁ, କିପରି

ଖାଇବାରେ ସ୍ୱାଦ ନିହାତି ଦରକାର । ନହେଲେ ଖାଇବା ବେକାର । ତେବେ ଖାଦ୍ୟରେ ବ୍ୟବହୃତ ଏମିତି ଏକ ସାମଗ୍ରୀ ଅଛି, ଯାହାକୁ ବ୍ୟବହାର ନକଲେ ସତେ ଯେମିତି ଖାଦ୍ୟର ଟେଷ୍ଟ ପୂରା ବେକାର ମନେ ହୁଏ ।

ଖାଇବାରେ ସ୍ୱାଦ ନିହାତି ଦରକାର । ନହେଲେ ଖାଇବା ବେକାର । ତେବେ ଖାଦ୍ୟରେ ବ୍ୟବହୃତ ଏମିତି ଏକ ସାମଗ୍ରୀ ଅଛି, ଯାହାକୁ ବ୍ୟବହାର ନକଲେ ସତେ ଯେମିତି ଖାଦ୍ୟର ଟେଷ୍ଟ ପୂରା ବେକାର ମନେ ହୁଏ । ଆମେ ଆଉ କାହା ବିଷୟରେ କହୁ ନାହୁଁ ବରଂ ଧନିଆ ପତ୍ର କଥା କହୁଛୁ । ତେବେ ଆସନ୍ତୁ ଜାଣିବା, ଧନିଆପତ୍ରର ଉପକାରିତା ସମ୍ବନ୍ଧରେ କିଛି ଟିପ୍ସ ।

୧) ଯଦି ଆପଣ ଓଜନ କମେଇବାକୁ ଚାହୁଁଛନ୍ତି, ତେବେ ଧନିଆ ପତ୍ରକୁ ଅଳ୍ପ ପାଣିରେ ଗରମ କରନ୍ତୁ । ଆଉ ଏହି ପାଣିକୁ ଛାଣିକି ପିଅନ୍ତୁ । ନିୟମିତ ଏହାକୁ ବ୍ୟବହାର କଲେ ଓଜନ ହ୍ରାସ ହୋଇପାରେ ।

୨) ଧନିଆ ପାଣିକୁ ପିଇବା ଦ୍ୱାରା ପାଚନକ୍ରିୟା ମଧ୍ୟ ଭଲ ରହିଥାଏ । ଏହାସହ ପେଟର ଅନେକ ସମସ୍ୟା ଦୂର ହେବାର ସମ୍ଭାବନା ମଧ୍ୟ ରହିଛି ।

୩) ଏହାକୁ ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ବି ଦୂର ହୋଇଥାଏ । ଯାହା ଇଂସୁଲିନର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ । ମଧୁମେହ ରୋଗୀଙ୍କ ପାଇଁ ଧନିଆ ପତ୍ର ବେଶ ଲାଭଦାୟକ ।

Coriander Leaf Green

୪) ଏହା ବ୍ୟତିତ ଆପଣଙ୍କ ଆଖିରୁ ପାଣି ବାହାରୁଥିଲେ, ଏହାର ଦୁଇ ବୁନ୍ଦା ପାଣି ଆଖିରେ ପକାଇ ଦିଅନ୍ତୁ । ଦେଖିବେ ଆପଣଙ୍କୁ ଖୁବ ଆରାମ ମିଳିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.