EnewsOdia.Com

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌

ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୯୦୮ ଛୁଇଁଛି। କରୋନା ଭାଇରସ୍‌ରେ ୪୦ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ‘କରୋନା’କୁ ବିଶ୍ୱ ସଂକଟ ଘୋଷଣା କରିଛି WHO। ବିପତ୍ତିର ମୁକାବିଲା ପାଇଁ ଏବେ ଚୀନ୍‌ରେ କଡ଼ାକଡି କରାଯାଇଛି ନିୟମ । ସେପଟେ ଜାନୁୟାରୀ ୧୫ପରେ ଚୀନ୍‌ ଯାଇଥିବା ବ୍ୟକ୍ତିଙ୍କୁ ଭାରତ ଫେରିବାକୁ ମନା କରାଯାଇଛି। ଫେରିବା ନେଇ କଟକଣା ଲଗାଇଛି DGCA। ଜଳ,ସ୍ଥଳ,ଆକାଶ ପଥରେ ଭାରତ ପ୍ରବେଶ ମନା ହୋଇଛି। ନେପାଳ,ଭୁଟାନ,ବାଂଲାଦେଶ,ମିଆଁମାରରୁ ଆସିବାକୁ କଟକମା ଲଗାଯାଇଛି। ଚୀନ୍‌ର ମାରାତ୍ମକ ଭୂତାଣୁ କରୋନା ପାଇଁ ସତର୍କତା ଗ୍ରହଣ କରାଯାଇଛି।

କରୋନା ଭାଇରସ୍‌ ଆକ୍ରମଣ କରିବାକୁ ଥିବା ସମ୍ଭାବ୍ୟ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୭ ରହିଛି। ହମ୍‌ବୋଲ୍ଟ ବିଶ୍ୱବିଦ୍ୟାଳୟ ଏବଂ ବର୍ଲିନ୍‌ର ରବର୍ଟ କୋଚ୍‌ ଇନଷ୍ଟିଚ୍ୟୁଟ୍‌ ମିଳିତ ଭାବେ ଏକ ମଡେଲ ଆପଣାଇଛନ୍ତି, ଯାହାକି ଚୀନକୁ ଛାଡ଼ି ୩୦ଟି ଦେଶର ରିସ୍କକୁ ଆକଳନ କରିଛି। ସେମାନେ ଏହାର ଟ୍ରାନ୍ସପୋର୍ଟ ପ୍ୟାଟର୍ଣ୍ଣକୁ ଆକଳନ କରି ଏଭଳି ଆକଳନ କରିଛନ୍ତି।

ପଢନ୍ତୁ: ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

ସମ୍ବନ୍ଧିତ ଖବର

୨୫୦ କିଲୋ ଆତଙ୍କବାଦୀକୁ ଗିରଫ କରି ଟ୍ରକରେ ବୋହିନେଲା ପୋଲିସ

Ratnamani Maharana

ଚାକିରି ଖାଉଛି ମାନ୍ଦାବସ୍ଥା

Ratnamani Maharana

ନାବାଳକକୁ ଗାଡି ଚାଳନା ପଡିଲା ମହଙ୍ଗା

Ratnamani Maharana

ଅଭିନବ ଉପାୟରେ ଯୁବକଙ୍କ ପ୍ରତିବାଦ

Ratnamani Maharana

ମାର୍ଚ୍ଚ ୨୨ରୁ ୨୯ ପର୍ଯ୍ୟନ୍ତ ଭାରତରେ ମନା ଅନ୍ତରାଷ୍ଟ୍ରୀୟ ବିମାନ

Ratnamani Maharana

ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ

Ratnamani Maharana