Loading...

ଡିସେମ୍ୱର ୯ତାରିଖ ପର୍ଯ୍ୟନ୍ତ ଭୋଟର୍‌ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ

ଡିସେମ୍ୱର ୯ତାରିଖ ପର୍ଯ୍ୟନ୍ତ ଭୋଟର୍‌ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ

ଯଦି କୌଣସି ବ୍ୟକ୍ତି ଭୋଟର୍‌ ତାଲିକାରେ ଥିବା ତ୍ରୁଟି ସଂଶୋଧନ, ତାଲିକାରେ ଯୋଗ କିମ୍ୱା ବାଦ୍‌ ଦେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ସେମାନେ ଡିସେମ୍ୱର ୯(ଶନିବାର) ସୁଦ୍ଧା ଅନ୍‌‌ଲାଇନ୍‌‌ ମାଧ୍ୟମରେ କିମ୍ୱା ସମ୍ପୃକ୍ତ ବୁଥ୍‌‌ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ।

୨୦୨୪ରେ ନଭେମ୍ୱର ୫, ୧୧, ୧୯ ଏବଂ ୨୫ ତାରିଖରେ ରାଜ୍ୟର ସବୁ ବୁଥ୍‌‌ରେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ଅଭିଯାନ ହୋଇଥିଲା। ଏହାବାଦ୍‌‌ ଯଦି କୌଣସି ବ୍ୟକ୍ତି ଭୋଟର୍‌ ତାଲିକାରେ ଥିବା ତ୍ରୁଟି ସଂଶୋଧନ, ତାଲିକାରେ ଯୋଗ କିମ୍ୱା ବାଦ୍‌ ଦେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ସେମାନେ ଡିସେମ୍ୱର ୯(ଶନିବାର) ସୁଦ୍ଧା ଅନ୍‌‌ଲାଇନ୍‌‌ ମାଧ୍ୟମରେ କିମ୍ୱା ସମ୍ପୃକ୍ତ ବୁଥ୍‌‌ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ। ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରରିପେକ୍ଷୀରେ ଭୋଟର୍‌ ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.