EnewsOdia.Com

ପିପିଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଭାଗୀରଥି ପ୍ରଧାନ ଆହତ

ପୁରୀ ପୋଲିସ ପୁଣି ଏକ ଏନକାଉଣ୍ଟଟର  କରିଛି । ଏଥର ପୋଲିସ ଏନକାଉଣ୍ଟଟରର ଶିକାର ହୋଇଛି ଦୁର୍ଦାନ୍ତ ଅପରାଧି ଭାଗୀରଥୀ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ପିପିଲି ଓଭର ବ୍ରିଜ ନିକଟରେ ଏହି ଏନକାଉଣ୍ଟଟର କରାଯାଇଛି ।

ଭାଗିରଥିର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ କଟକ scbରେ ଭର୍ତ୍ତି କରାଯାଇ ଚିକିତ୍ସା  କରାଯାଉଛି। ଭାଗିରଥି ନିକଟରୁ ଏକ ବାଇକ, ପିସ୍ତଲ ଓ ଗୁଳି ଜବତ କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ ଭାଗିରଥି  ନାମରେ ଏକାଧିକ ସଙ୍ଗୀନ ମାମଲା ରହିଛି । ପୁରୀ ପୋଲିସର ଓ୍ୱାଣ୍ଟେଡ୍‌ ତାଲିକାରେ ରହିଥିଲା ଭାଗୀରଥୀ । ତେବେ ପିପିଲି ନିକଟରେ ଭାଗୀରଥୀ ଥିବା ନେଇ ପୋଲିସ ଖବର ପାଇବା ପରେ ସ୍ପେଶାଲ ଟିମ ଚଢ଼ାଉ କରିଥିଲା । ଭାଗୀରଥୀ ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚଳାଇଥିଲା।  ପୋଲିସ ଭାଗୀରଥୀକୁ କାବୁ କରିବାକୁ ଯାଇ ଏନକାଉଣ୍ଟଟର କରିଛି । ଅପରାଧୀ ପ୍ରତି ଜିରୋ ଟୋଲେରାନ୍ସ  ନୀତି ଜାରି ରହିବ ବୋଲି ପୁରୀ ଏସପି କହିଛନ୍ତି ।

ପଢନ୍ତୁ: ହସ୍ପିଟାଲରେ ଅମିତାଭ ବଚ୍ଚନ

ସମ୍ବନ୍ଧିତ ଖବର

ରାସ୍ତାରୁ ପ୍ଲାଷ୍ଟିକ ଆଣି ଦେଲେ ମିଳିବ ମାଗଣା ଖାଦ୍ୟ

Ratnamani Maharana

କଳିଙ୍ଗ ବାଲିଯାତ୍ରାକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana

ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

Ratnamani Maharana

ଶ୍ରୀମନ୍ଦିର ଭିତରେ ଟିକ୍‌ଟିକ୍‌ ଭିଡିଓ ପ୍ରସଙ୍ଗ, ଅଟକ ହେଲେ ନାବାଳିକା

Ratnamani Maharana

‘ଉପଭୋକ୍ତାଙ୍କୁ ଭୁଆଁ ବୁଲାଇଲେ ବନ୍ଧା ହେବେ ବିଜ୍ଞାପନର ମଡେଲ୍‌’

Ratnamani Maharana

କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

Ratnamani Maharana