News

ଭଦ୍ରକରେ କୁମ୍ଭୀର ଆତଙ୍କ, ବିଲରେ ତଳି ରୋଉଥିବା ବେଳେ ଚାଷୀଙ୍କୁ ଗିଳିଦେଲା କୁମ୍ଭୀର

Man Killed By Croc Thumbnail 750x430

ନେଢ଼ୁଆଳ ଗ୍ରାମର ବରଜୁ ମାଝୀଙ୍କ ସାନପୁଅ ହେମନ୍ତ ମାଝୀ (୨୮) ବୈତରଣୀ ନଦୀ କୂଳରେ ଥିବା ବିଲରେ ଧାନ ତଳି ରୋଉଥିଲେ। ଏହି ସମୟରେ ତାଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା। ହେମନ୍ତଙ୍କ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜିି କରିବା ସହ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା।

ସୁଚାନୁଯାୟୀ, ନଦୀପଠାରେ ହେମନ୍ତଙ୍କୁ କୁମ୍ଭୀର ଖାଉଥିବା ଦେଖିବାକୁ ମିଳିଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କ ଶରୀରର ୭୦ ଭାଗ ଅଂଶ  କୁମ୍ଭୀର ପେଟକୁ ଚାଲିଯାଇଥିବା ବେ‌ଳେ କେବଳ ଛାତିରୁ ମୁଣ୍ଡ ପର୍ଯ୍ୟନ୍ତ ଅଂଶ ଉଦ୍ଧାର ହୋଇପାରିଛି।

ପଢନ୍ତୁ: ଫାଇନ୍‌ ଆଦାୟକୁ ନେଇ ରାଜମହଲ ଛକରେ ପୋଲିସ୍-ପବ୍ଲିକ୍ ମୁହାଁମୁହିଁ

Related posts

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ !

ENO Beuro

ପୁଣି କାଶ୍ମୀରରେ ଆତଙ୍କି ଓ ଯବାନ ମୁହାଁମୁହିଁ: ଦୁଇ ଆତଙ୍କି ନିହତ

Ratnamani Moharana

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ବିମାନର କ୍ୟାପଟେନ ଥିଲେ ଭାରତୀୟ

ENO Beuro