EnewsOdia.Com

ବାତ୍ୟା ‘ସିଆରା’ର ତାଣ୍ଡବ

ବ୍ରିଟେନ୍‌ରେ ବାତ୍ୟା ‘ସିଆରା’ର ତାଣ୍ଡବରେ ଜନଜୀବନ ବିପର୍ଯ୍ୟସ୍ତ ‌ହୋଇ ପଡିଛି। ବ୍ରିଟେନ୍‌ର ସମସ୍ତ ଟ୍ରେନ୍‌, ବିମାନ ଚଳାଚଳ ବନ୍ଦ କରି ଦିଆଯାଇଛି। ସମଗ୍ର ଉତ୍ତର ୟୁରୋପରେ ସିଆରା ନେଇ ହାଇ ଆଲର୍ଟ ଜାରି କରାଯାଇଛି।

ବାତ୍ୟା ସିଆରା ଫଳରେ ବ୍ରିଟେନ୍‌ରେ ପବନର ବେଗ ଘଣ୍ଟା ପ୍ରତି ୧୪୫ କିଲୋମିଟରରୁ ଅଧିକ ରହିଛି। ପବନ ଯୋଗୁଁ ବ୍ରିଟେନର ବ୍ୟାପକ କ୍ଷୟକ୍ଷତି ଘଟିଛି। ଲଣ୍ଡନ ସହରରେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଥିଲା।

ପଢନ୍ତୁ: ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତର ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ସମ୍ବନ୍ଧିତ ଖବର

କଳ୍ପନା ଛକରୁ ରବି ଟକିଜ୍ ପର୍ଯ୍ୟନ୍ତ ବିଏମସି କମିଶନରଙ୍କ ଷ୍ଟ୍ରିଟ୍ ଅପରେସନ

Ratnamani Maharana

ଇରାନ-ଆମେରିକା ବିବାଦରେ ମଧ୍ୟସ୍ଥତା କରିବ କି ଭାରତ!

Ratnamani Maharana

ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଦେଖୁଛନ୍ତି କ୍ରିଷ୍ଟିନା କୋଚ

Ratnamani Maharana

ଆସନ୍ତା କାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ଅଦିନିଆ ବର୍ଷା

Ratnamani Maharana

ହୀରାରେ ମୋଦିଙ୍କ ଚିତ୍ର ଆଙ୍କିଲେ ଯୁବକ

Ratnamani Maharana

ଚନ୍ଦ୍ରଭାଗାରେ ଅଲିଭ୍ ରି‌ଡ୍‌ଲେଙ୍କ ବାଟ ଓଗାଳିଛି ଇକୋ ରିଟ୍ରିଟ୍

Ratnamani Maharana