POLITICALS

ସଂପର୍କ ଯୋଡ଼ୁଛି ‘ଫନି’: ବଦଳୁଛି ରାଜନୀତି ପାଣିପାଗ

ମୋଦୀଙ୍କ ପ୍ରଶଂସା, ନବୀନଙ୍କ ଧନ୍ୟବାଦ

ନିକଟରେ ଓଡିଶାରେ ହୋଇଥିଲା ନିର୍ବାଚନ । ଏହି ନିର୍ବାଚନରେ ଗୋଟେ ଦଳ ଆଉଗୋଟେ ଦଳକୁ ଅପରାଗତା ଦର୍ଶାଇବା ପାଇଁ ଖୋଜୁଥିଲେ ସୁଯୋଗ। ତେବେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ   ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଉଭୟ ପରସ୍ପରକୁ ସମାେଲାଚନା କରିବାର ସୀମା ଟପିଥିଲେ। ତେବେ ହଠାତ ନିର୍ବାଚନ ଶେଷର ଗୋଟିଏ ସପ୍ତାହ ପରେ ଦେଖାଦେଇଛି ପରିବର୍ତ୍ତନ ତେବେ ଏହି ପରିବର୍ତ୍ତନର ଶ୍ରେୟ ପାଇଁ ହକଦାର ଫନି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଆସିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ବିପର୍ଯ୍ୟୟ ମୁକାବିଲା ଦିଗରେ ନବୀନଙ୍କୁ ଏକ ବଡ଼ ସାର୍ଟିଫିକେଟ୍ ଧରାଇଥିଲେ ମୋଦି। ସ୍ଥିତି ଅନୁଧ୍ୟାନ କରି ହଜାରେ କୋଟି ଟଙ୍କା ଅତିରିକ୍ତ ସହାୟତା ତତ୍କାଳ ପ୍ରଦାନ କରିଥିଲେ। ବାତ୍ୟା ସମୟରୁ ଏବେଯାଏଁ ଓଡ଼ିଶାକୁ ସହାନୁଭୂତି ଓ ସାହାଯ୍ୟର ହାତ ବଢ଼ାଇଥିବା କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ଲାଗି ଏହି ସୁଯୋଗକୁ ସଦବ୍ୟବହାର କରିଛନ୍ତି।

ପଢନ୍ତୁ: ପୁରୀରେ ଚାଲିଛି ୧୦ ଏଟିଏମ ବସ

Related posts

କଂଗ୍ରେସରେ ଯୋଗ ଦେଲେ ନିଳଗିରି ରାଣୀ ଓ ମିଲି ପଣ୍ଡା

ENO Beuro

ରାହୁଲ ଦେଶର ସବୁଠୁ ବଡ ବୋକା:କେସିଆର

ENO Beuro

ନିଆଳିରେ ଦାମଙ୍କ ମଞ୍ଚକୁ ଅଣ୍ଡାମାଡ

ENO Beuro

Leave a Comment