Entertainment

ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ‘ଦବଙ୍ଗ-୩’

dabang

ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ‘ଦବଙ୍ଗ-୩’। ପ୍ରଶଂସକଙ୍କ ନିମନ୍ତେ ଏକ ବଡ ସରପ୍ରାଇଜ୍‌ ଛାଡିଛନ୍ତି ସଲମାନ୍‌। ଦୀର୍ଘ ୮ବର୍ଷ ତଳେ ‘ଦବଙ୍ଗ୍‌’ ରିଲିଜ ହୋଇଥିବା ବେଳେ ସୋମବାର ଏହାର ବର୍ଷପୂର୍ତ୍ତି ପାଳନ କରାଯାଇଛି। ଏଥିପାଇଁ ସେ ଏବଂ ସୋନାକ୍ଷୀ ସିହ୍ନା ପୂର୍ତ୍ତି ଉତ୍ସବ ପାଳନ କରିଛନ୍ତି।

ସଲମାନ୍ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ଗୋଟିଏ ଫଟୋ ଶେୟାର କରିଛନ୍ତି। ଏଥିରେ ଦବଙ୍ଗର ପୁରୁଣା ଟିମ୍‌କୁ ଦେଖିବାକୁ ମିଳିଛି। ଏଥିରେ ସଲମାନ୍‌ ଲେଖିଛନ୍ତି, ‘ଗତକାଲି ରଜ୍ଜୋ ଏବଂ ଚୁଲ୍‌ବୁଲ୍‌ ପାଣ୍ଡେ ସଂଯୋଗ ବଶତଃ ମହେଶ ମାଞ୍ଜ୍ରେକର୍‌ ଓ ସାଜିଦ୍‌-ୱାଜିଦ୍‌ଙ୍କୁ ଭେଟିଥିଲେ। ‘ଦବଙ୍ଗ’ର ୮ ବର୍ଷ। ଆସନ୍ତା ବର୍ଷ ‘ଦବଙ୍ଗ-୩’ରେ ଦେଖା ହେବ।’

dabang

ସୂଚନାଯୋଗ୍ୟ,ଦବଙ୍ଗ-୩’ର ପ୍ରଯୋଜନା ଦାୟିତ୍ୱ ସଲମାନ୍‌ଙ୍କ ଭାଇ ଅରବାଜ୍‌ ଖାନ୍‌ ନେବେ ନାହିଁ। ଅନ୍ୟ କୌଣସି ପ୍ରଡକ୍‌ସନ୍‌ ହାଉସ୍‌ ଜରିଆରେ ଏହି ଫିଲ୍ମର ନିର୍ମାଣ କରାଯିବ।‘ଦବଙ୍ଗ’ର ଦୁଇଟି ଯାକ ପାର୍ଟ ହିଟ୍ ହୋଇଥିଲା। ପ୍ରଥମ ପାର୍ଟର ନିର୍ଦ୍ଦେଶନା ଅଭିନବ କଶ୍ୟପ ଦେଇଥିଲେ। ଦ୍ୱିତୀୟ ପାର୍ଟର ନିର୍ଦ୍ଦେଶନା ଅରବାଜ୍ ଖାନ୍ ଦେଇଥିଲେ।

ପଢନ୍ତୁ;କେନ୍ଦ୍ର ସରକାରଙ୍କ ନିଷ୍ପତି:ଚିଲିକାରେ ହେବନି ଜଳ ବିମାନ ବନ୍ଦର

Related posts

ସୁପ୍ରିମ କୋର୍ଟର ବଡ ନିଷ୍ପତି:ଆଉ ହେବ ନାହଁ ଶ୍ରୀଦେବୀଙ୍କ ମୃତ୍ୟୁର ଯାଂଚ

ENO Beuro

ଏଥର ନୂଆ ରୂପରେ ଦେଖିବାକୁ ପାଇବେ ଲାରା ଦତ୍ତଙ୍କୁ

ENO Beuro

ପଦ୍ମାବତ୍‌ର ମୁକ୍ତିଲାଭକୁ ନେଇ ବିରୋଧ ଏବଂ ହିଂସା

ENO Beuro

Leave a Comment