ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ – ମନ ସ୍ଥିର ଓ ଶାନ୍ତ ରଖିଲେ କାର୍ଯ୍ୟ ହାସଲ ହବ । ପରିବାରରେ ମତାନ୍ତର ଦେଖାଦେବ । ଯାତ୍ରା, ବାଣିଜ୍ୟ , ବ୍ୟବସାୟ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ହେବ।

ବୃଷ – ସନ୍ତାନଙ୍କ ପାଇଁ ଆଜି ଦିନଟି ବହୁତ ଭଲ । ପାରିବାରିକ କ୍ଷେତ୍ରରେ ଅସୁବିଧା ଉପୁଜିବା । ଖର୍ଚ୍ଚ ଅଧିକ ହୋଇପାରେ।

ମିଥୁନ – ଆଜି ଆପଣଙ୍କ ଘାତବାର ହେତୁ ଆତ୍ମୀୟମାନଙ୍କ ସହ ମତାନ୍ତର ହୋଇପାରେ । ଅଧିକ ଖର୍ଚ୍ଚ ପାଇଁ ମନ ଖରାପ ହୋଇପାରେ ।

କର୍କଟ – ଶାରୀରିକ ଓ ମାନସିକ ସ୍ଥିତି ଖରାପ ରହିପାରେ । କର୍ମକ୍ଷେତ୍ରରେ ଅବ୍ୟବସ୍ଥା ହେତୁ ମନ ଭଲ ରହିବନି ।

ସିଂହ – ନୂତନ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଭଲ ରହିବା ନାହିଁ । ସରକାରୀ ସ୍ତରରେ ବ୍ୟକ୍ତିବିଶେଷଙ୍କ ଦ୍ଵାରା କାମରେ ପ୍ରତିବନ୍ଧକ ସୃଷ୍ଟି ହେଇ ପରେ ।

କନ୍ୟା – ନିଜ ଇଚ୍ଛାରେ କମ କଲେ କୌଣସି ଅସୁବିଧା ରହିବନି । କୌଣସି ଘଟଣା ନେଇ ପ୍ରିୟଜନଙ୍କ ସହିତ ଭାଙ୍ଗିଯାଇଥିବା ସମ୍ପର୍କ ପୁଣି ଯୋଡି ହୋଇପାରେ । ଜମିଜମା ମାମଲାରେ ସାମାନ ସମସ୍ୟା ହୋଇପାରେ ।

ତୁଳା – ମାନସିକ ସ୍ଥିତି ଖରାପ ନହେଲେ ମଧ୍ୟ ସମ୍ପୂର୍ଣ ସୁସ୍ଥ ରହିବା ନାହିଁ। ନୂତନ କାର୍ଯ୍ୟରେ ବାଧା ଉପୁଜିବ । ବିବାଦୀୟ ଘଟଣାରେ ବିଜୟ ହୋଇ ମନ ଖୁସି ରହିବା ।

ବିଛା – ଧନହନିର ଯୋଗ ଅଛି । ବିବାଦରେ ପଡ଼ିପାରନ୍ତି । ଜିନିଷ ହଜାଇ ଅନୁତାପ କରିପାରନ୍ତି ।

ଧନୁ – ସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ବିଭିନ୍ନ କ୍ଷେତ୍ରରୁ ଦିନଟି ମନ୍ଦ ନୁହେଁ । ଧାର୍ମିକ କାର୍ଯ୍ୟରୁ ସମ୍ମାନିତ ହେବେ ।

ମକର – ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳ ହେବେ । ପଡୋଶୀମାନେ ସାହାଯ୍ୟ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ ।

କୁମ୍ଭ – କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଶତ୍ରୁ ଚିନ୍ତା ଓ ରୁଣ ଚିନ୍ତା ଘାରିବ । କଳା ସାହିତ୍ୟ କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ହୋଇପାରେ ।

ମୀନ – ସକାଳୁ ଖୁସିଖବର ମିଳିବ । ବନ୍ଧୁ ମିଳନ ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବ ଜରୁରୀ ।

ଆଜିର ରାଶିଫଳ, ଯାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ପଢନ୍ତୁ, ଦେଖନ୍ତୁ ୧୦ ବର୍ଷ ପରେ କିପରି ଦେଖାଯାଉଛନ୍ତି, ପାର୍ଟନର ଚଳଚିତ୍ରରେ ଅଭିନୟ କରିଥିବା ସଲମାନ ଖାନଙ୍କ ରିଲ ପୁତ୍ର