Loading...

ବିଜୁ ବାବୁଙ୍କ ଡାକୋଟାକୁ ରି-ଆସେମ୍ବେଲିଂ ପ୍ରକ୍ରିୟା ଆରମ୍ଭ

ବିଜୁ ବାବୁଙ୍କ ଡାକୋଟାକୁ ରି-ଆସେମ୍ବେଲିଂ ପ୍ରକ୍ରିୟା ଆରମ୍ଭ

ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ଏହାକୁ ଲୋକାର୍ପଣ କରାଯିବାର ଯୋଜନା ରହିଛି। ଡାକୋଟାର ବଡି, ଇଞ୍ଜିନ, ୱିଙ୍ଗ ଓ ବିଭିନ୍ନ ପାର୍ଟ ନଷ୍ଟ ହୋଇଯାଇଛି। ତେଣୁ ଏସବୁର ମରାମତି କରାଯିବ । ଏଥିପାଇଁ ରାଜ୍ୟ ସରକାର ଏକ ଏଜେନ୍ସିକୁ ନିୟୋଜିତ କରିଛନ୍ତି।

ଭୁବନେଶ୍ୱର ବିମାନବନ୍ଦରରେ ଥିବା ଷ୍ଟେଟ ହ୍ୟାଙ୍ଗରରେ ବିଜୁ ବାବୁଙ୍କ ଡାକୋଟାର ପେଣ୍ଟିଂ, ଡେଣ୍ଟିଂ କାମ ଚାଲିଛି। ଏହାପରେ ଡାକୋଟା ବିମାନର ବିଭିନ୍ନ ଅଂଶକୁ ପୁଣି ଥରେ ଷ୍ଟେଟ୍‌ ହ୍ୟାଙ୍ଗରରୁ ଟ୍ରେଲର ଜରିଆରେ ଟର୍ମିନାଲ-୧ ସମ୍ମୁଖକୁ ଅଣାଯିବ। ସେଠାରେ ଏହାକୁ ରି-ଆସେମ୍ବଲ କରାଯିବ। ଟର୍ମିନାଲ-୧ ବିଲ୍ଡିଂ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ୧.୧ ଏକର ଜାଗା ଉପରେ ଡାକୋଟା ପ୍ଲେନକୁ ରଖାଯିବ ।


ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ପାଇଁ ଏହାକୁ ଲୋକାର୍ପଣ କରାଯିବାର ଯୋଜନା ରହିଛି। ଡାକୋଟାର ବଡି, ଇଞ୍ଜିନ, ୱିଙ୍ଗ ଓ ବିଭିନ୍ନ ପାର୍ଟ ନଷ୍ଟ ହୋଇଯାଇଛି। ତେଣୁ ଏସବୁର ମରାମତି କରାଯିବ । ଏଥିପାଇଁ ରାଜ୍ୟ ସରକାର ଏକ ଏଜେନ୍ସିକୁ ନିୟୋଜିତ କରିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.