Loading...

ଚୁଲି ହାଣ୍ଡିରେ ମହଙ୍ଗା ମାଡ: କମିଲା ଗ୍ଯାସ ଦର, ବଢିଲା ଡାଲି ଓ ତେଲର ମୂଲ୍ୟ

ଚୁଲି ହାଣ୍ଡିରେ ମହଙ୍ଗା ମାଡ: କମିଲା ଗ୍ଯାସ ଦର, ବଢିଲା ଡାଲି ଓ ତେଲର ମୂଲ୍ୟ

ଦେଶରେ ଦରଦାମ୍ ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ରୋଷେଇ‌ ଘରେ ବ୍ୟବହାର ହେଉଥିବା ପ୍ରାୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିବାରେ ଲାଗିଛି।

ଦେଶରେ ଦରଦାମ୍ ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ରୋଷେଇ‌ ଘରେ ବ୍ୟବହାର ହେଉଥିବା ପ୍ରାୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିବାରେ ଲାଗିଛି। ଚାଉଳ, ପନିପରିବା, ଗହମ, ଟମାଟୋ, ଡାଲି ଦରବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ଆଗକୁ ଖାଇବା ତେଲ ଏବଂ ଡାଲିର ମୂଲ୍ୟରେ ଆହୁରି ବୃଦ୍ଧି ହୋଇପାରେ । ଅଗଷ୍ଟରେ ହାରାହାରି ତୁଳନାରେ ବହୁତ କମ୍ ବର୍ଷା ହୋଇଛି ଏବଂ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସମାନ ଅବସ୍ଥା ଜାରି ରହିବ । ପ୍ରଭାବରେ ଡାଲି ଏବଂ ତେଲ ବିହନର ଅମଳ ପ୍ରଭାବିତ ହେବ । ଫଳରେ ବଜାରରେ ଡାଲି ଏବଂ ଖାଇବା ତେଲ ମୂଲ୍ୟରେ ଆହୁରି ବୃଦ୍ଧି ଘଟିପାରେ । ମାତ୍ର ବର୍ଷକ ମଧ୍ୟରେ ହରଡ଼ ଡାଲି ଦର ୨୭ ପ୍ରତିଶତ ବୃଦ୍ଧି ଘଟିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.