POLITICALS

ବିଜେଡ଼ିରେ ପୁଣି ଯୋଗ ଦେବେକି ଦାମ !

Untitled 1

ବରିଷ୍ଠ ବିଜେପି ନେତା ଦାମୋଦର ରାଉତ  ବିଜେଡିକୁ ଫେରିବା ନେଇ ଚର୍ଚ୍ଚା। ଏ ଚର୍ଚ୍ଚା ଆଉ କେହି ନୁହଁ, ଖୋଦ୍ ଦାମଙ୍କ ପୁଅ ସମ୍ବିତ ରାଉତ  ଆରମ୍ଭ କରିଛନ୍ତି। ଦାମୋଦର ବିଜେପିକୁ ଯାଇ ଖୁସି ନାହାନ୍ତି ବୋଲି ସମ୍ବିତ ଅନୁମାନ କରିଛନ୍ତି।  ସଂବିତ କହିଛନ୍ତିକି, ବିଜେଡି ସୁପ୍ରିମୋ ଚାହିଁଲେ ‘ଦାମ ପୁଣି ବିଜେଡିକୁ ଫେରି ପାରିବେ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିକୁ ଯାଇ ଦାମ ଖୁସି ନାହାନ୍ତି । ଦାମ ଜଣେ ବର୍ଜନୀୟ ବ୍ୟକ୍ତି ବିଶେଷ ନୁହଁନ୍ତି । ତେବେ ଦାମ ବିଜେଡିକୁ ଫେରିବେ କି ବୋଲି ପ୍ରଶ୍ନରେ ସମ୍ବିତ କହିଛନ୍ତି ଯେ, ରାଜନୀତିରେ କିଛି ଅସମ୍ଭବ ନୁହେଁ ।

ସେ ଆହୁରି କହିଛନ୍ତି ଯେ, ଦାମ ବାବୁ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ଦୀର୍ଘଦିନ ଧରି ଜନତା ପରିବାର ଓ ବିଜେଡି ସହ ଥିଲେ। ହେଲେ ହଠାତ ଦଳ ଛାଡ଼ି ବିଜେପିରେ ଯୋଗଦେବାକୁ ଲୋକେ ଗ୍ରହଣ କରିପାରିଲେ ନାହିଁ। ଫଳରେ ବାଲିକୁଦା-ଏରସମାରେ ତାଙ୍କର ପରାସ୍ତ ହେଲା ବୋଲି ସମ୍ବିତ କହିଛନ୍ତି।

ପଢନ୍ତୁ: ବର୍ଷା ଯୋଗୁଁ ବିଳମ୍ବିତ ଶ୍ରୀଲଙ୍କା ପାକିସ୍ତାନ ମ୍ୟାଚ

Related posts

ଓ୍ୱାଇଏସଆର କଂଗ୍ରେସକୁ ବିଜେପିର ଉପ ବାଚସ୍ପତି ପଦ ଅଫର !

Ratnamani Moharana

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି

ENO Beuro

ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

Ratnamani Moharana

Leave a Comment