ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଭୁବନେଶ୍ୱର ଏୟାରପୋର୍ଟରେ ପତ୍ନୀ ତୃପ୍ତିଙ୍କ ସହ ଅଭିନେତା ବାବୁସାନ । ପିଲ୍ମ ‘ଦମନ’ର ହିନ୍ଦୀ ଡବିଂ ପାଇଁ ସେ ମୁମ୍ବାଇ ଯାଇଛନ୍ତି । ପତ୍ନୀ ତୃପ୍ତି ଓ ଅନ୍ୟ କିଛି ବନ୍ଧୁ ବି ବାବୁସାନଙ୍କ ସହ ଅଛନ୍ତି । ଫିଲ୍ମ ଦମନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଫିଲ୍ମ ରିଲିଜ ହେବା ପରେ ଦର୍ଶକ ଏହାକୁ ବେଶ ପ୍ରଂଶସା କରିଥିଲେ ।
ଭୁବନେଶ୍ୱର ଏୟାରପୋର୍ଟରେ ପତ୍ନୀ ତୃପ୍ତିଙ୍କ ସହ ଅଭିନେତା ବାବୁସାନ । ପିଲ୍ମ ‘ଦମନ’ର ହିନ୍ଦୀ ଡବିଂ ପାଇଁ ସେ ମୁମ୍ବାଇ ଯାଇଛନ୍ତି । ପତ୍ନୀ ତୃପ୍ତି ଓ ଅନ୍ୟ କିଛି ବନ୍ଧୁ ବି ବାବୁସାନଙ୍କ ସହ ଅଛନ୍ତି । ଫିଲ୍ମ ଦମନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଫିଲ୍ମ ରିଲିଜ ହେବା ପରେ ଦର୍ଶକ ଏହାକୁ ବେଶ ପ୍ରଂଶସା କରିଥିଲେ । ବାବୁସାନଙ୍କ ଅଭିନୟକୁ ବି ବାହାବା ମିଳିଥିଲା । ଏବେ ‘ଦମନ’କୁ ହିନ୍ଦୀରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି ପ୍ରଯୋଜନା ସଂସ୍ଥା । ଡବିଂ ପାଇଁ ମୁମ୍ବାଇ ଯିବା ବେଳେ ବେଶ ଖୁସି ଜଣାପଡୁଥିଲେ ବାବୁସାନ । ଫିଲ୍ମ ଦମନକୁ ରାଜ୍ୟ ବାହାର ଲୋକ ବି ପସନ୍ଦ କରିଛନ୍ତି । ଡବିଂ ବେଳେ ଫିଲ୍ମର ମୌଳିକତାରେ କିଛି ପରବିର୍ତନ ହେବନାହିଁ । ଗୀତଗୁଡିକୁ ନୂଆ ଭାବେ ହିନ୍ଦୀରେ ରେକର୍ଡିଂ କରାଯିବ । ଦେଶରେ ପ୍ରାୟ ୪ ଶହରୁ ସାଢେ ୪ଶହ ହଲରେ ଏହି ଫିଲ୍ମକୁ ରିଲିଜ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମୁମ୍ବାଇର ଏକ ବଡ କମ୍ପାନୀ ଫିଲ୍ମର ବିତରଣ ଦାୟିତ୍ୱ ନେଇଛନ୍ତି ।
ପଛୁଆ ଅଂଚଳରେ ଜଣେ ଡାକ୍ତରଙ୍କ ସତ କାହାଣୀ ଉପରେ ଆଧାରିତ ହୋଇଛି ଫିଲ୍ମ । ରାଜ୍ୟରେ ରିଲିଜ ପରେ ଏବେ ଏହି ଫିଲ୍ମ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁୁରୁ, ଅହମଦାବାଦ, କୋଲକତା, ରାୟପୁର ଭଳି ସହରର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି । ଆଉ ଏହାର ହିନ୍ଦୀ ଭର୍ସନ ରିଲିଜ ହେଲେ ଓଲିଉଡ ପାଇଁ ଏହା ଏକ ବଡ ଉପଲବ୍ଧି ହେବ ବୋଲି କୁହାଯାଉଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।