EnewsOdia.Com

ଟ୍ରାଫିକ ନିୟମକୁ ନମାନି ରାସ୍ତାରେ ଷ୍ଟଣ୍ଟ

ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବାପରେ ଟ୍ରାଫିକ ନିୟମକୁ କଡାକଡି କରାଯାଉଛି।  ଏପରିକି ଆଇନ ଉଲ୍ଲଂଘନକାରୀଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯାଉଛି ।  କିନ୍ତୁ ଏହି ନିୟମକୁ ବେଖାତିର କରି ରାଉରକେଲାରେ ରାସ୍ତା ଉପରେ କିଛି ଯୁବକ ଅତ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଇ ଆଇନକୁ ଚ୍ୟାଲେଞ୍ଜ ଦେଇଛନ୍ତି।

୩ଜଣ ଯୁବକ ରାଉରକେଲାର ବିଏସଏନଏଲ ଛକରୁ ମାଲଗୋଦାମ ରାସ୍ତା ମଧ୍ୟରେ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ଏଥି ସହିତ ଭିନ୍ନ ପ୍ରକାର ଷ୍ଟଣ୍ଟ ମଧ୍ୟ ଦେଖାଇଛନ୍ତି। କେହି ସେମାନଙ୍କର ଭିଡିଓ ରାକର୍ଡିଂ କରି ସୋଶାଲ ମିଡିଆରେ ଛାଡିଛନ୍ତି। ଏହି ଭିଡଓ ଏବେ  ଭାଇରାଲ ହୋଇଛି  । ପୂର୍ବରୁ କିଛି ଯୁବକ ଏରୋଡ୍ରମ  ନିକଟ ପଡ଼ିଆରେ ଷ୍ଟଣ୍ଟ କରୁଥିବା ବେଳେ ଏବେ ବ୍ୟସ୍ତବହୁଳ ରାସ୍ତା ଉପରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି।https://youtu.be/W77UkE0pkOU।

ପଢନ୍ତୁ: ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ ଭି.କେ ପାଣ୍ଡିଆନ

ସମ୍ବନ୍ଧିତ ଖବର

ଚୌଦ୍ୱାର ସର୍କଲ୍‌ ଜେଲ୍‌ରେ କଏଦୀଙ୍କ ସେଲ୍‌ଫି ସୋସିଆଲ୍ ମିଡିଆରେ ଭାଇରାଲ୍‌

Ratnamani Maharana

ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଗଛରେ ଝୁଲି ରହିଥିଲା ୧୫ଫୁଟ ଲମ୍ବାର ଅହିରାଜ

Ratnamani Maharana

ବଗଦାଦୀ ପରେ ଆଇଏସଆଇଏସର କମାଣ୍ଡ ସମ୍ଭାଳିଲା ଅବଦୁଲ୍ଲା କାର୍ଦଶ

Ratnamani Maharana

ଆଜି ସାରା ଦେଶରେ ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ

Ratnamani Maharana

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

Ratnamani Maharana

ଦେଶଓଡ଼ିଆ ପୁଅ ଗିରିଶ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

Ratnamani Maharana