News

ଓଡ଼ିଶାର କାଶ୍ମୀର, ଦାରିଙ୍ଗବାଡିକୁ ଛୁଇଁଲା ଚଳିତବର୍ଷର ପ୍ରଥମ ଶୀତ

ଓଡ଼ିଶାର କାଶ୍ମୀର, ଦାରିଙ୍ଗବାଡିକୁ ଛୁଇଁଲା ଚଳିତବର୍ଷର ପ୍ରଥମ ଶୀତ

ପାଠକେ ଆମେ ସମସ୍ତେ ଜାଣିଛେ ଯେ, ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିକୁ କୁହାଯାଉଛି । ପ୍ରକୃତିକ ସୌନ୍ଦର୍ଜ୍ୟରେ ଭରା ଦାରିଙ୍ଗବାଡି କ୍ଷଣିକ ପାଇଁ କାଶ୍ମୀରର ଭ୍ରମ ସୃଷ୍ଟି କରିଥାଏ । ଭାରତର ସ୍ଵର୍ଗ କାଶ୍ମୀର ହେଲେ ଓଡିଶାର ଗର୍ବଗୌରବ ଦାରିଙ୍ଗବାଡି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦାରିଙ୍ଗବାଡି କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ।

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ଛୁଇଁଛି ଚଳିତବର୍ଷର ପ୍ରଥମ ଶୀତ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା।  ଶୀତରୁ ରକ୍ଷା ପାଇବା ପାଇଁ କେହି କେହି ନିଆଁ ଜାଳି ବସୁଥିବା ବେଳେ ଅନେକେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ବ୍ୟାୟାମ ଓ ଖେଳକୁଦରେ ମଧ୍ୟ ନିଜକୁ ବ୍ୟସ୍ତ ରଖୁଛନ୍ତି।  ଦିନ ତମାମ ଏଠାରେ ଶୀତ ଅନୁଭୂତ ହେଉଛି। ଶୀତ ହେତୁ ଏଠିକାର ସୌନ୍ଦର୍ଜ୍ୟ ଆହୁରି ମନୋରମ ହୋଇଉଠିଛି । ଏଣୁ ଏଠାକୁ ବହୁ ପର୍ଯ୍ୟଟକ ମଧ୍ୟ ଆସିବାକୁ ଲାଗିଲେଣି ।

ଓଡ଼ିଶାର କାଶ୍ମୀର, ଦାରିଙ୍ଗବାଡିକୁ ଛୁଇଁଲା ଚଳିତବର୍ଷର ପ୍ରଥମ ଶୀତ

ପଢନ୍ତୁ, ଦ୍ରୁତ ବୋଲର ଆଶିଷ ନେହରା ଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

Related posts

ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛା ମୃତ୍ୟ ମାଗିଲେ କିନ୍ନର ଶାନଭୀ

ENO Beuro

ବାହାଘରରେ ମୃତ୍ୟୁ ଉପହାର : ଉପହାର ପ୍ୟାକଟରେ ବୋମା ! ବିସ୍ଫୋରଣ ଘଟି ବର ,ଜେଜେମା’ ମୃତ

ENO Beuro

ଜାଣନ୍ତୁ ଅନଲାଇନରେ ଭୋଟର କାର୍ଡ କେମିତି ବାହାର କରିବେ

ENO Beuro

Leave a Comment