News

ପ୍ରେମିକା ନେଲା ପ୍ରେମିକର ଜୀବନ

ତ୍ରୀକୋଣୀୟ ପ୍ରେମ ସମ୍ପର୍କରୁ ହତ୍ୟାକାଣ୍ଡ

ଗତକାଲି ଭୁବନେଶ୍ୱରରେ ଏକ ପ୍ରେମ ବ୍ୟାପରକୁ ନେଇ ଏହି ଯୁବକଙ୍କୁ ହତ୍ୟା କରାଯାଇଥିିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ଇଞ୍ଜିିନିୟର ନାମ ବୈଜୟନ୍ତ ପ୍ରସାଦ ମହାନ୍ତି। କଟକ ଶଙ୍କରପୁର ଅଞ୍ଚଳର ବୈଜୟନ୍ତ ପ୍ରସାଦ ମହାନ୍ତି ନାମକ ଜଣେ ଯୁବକ ନିଜ ପାସପୋର୍ଟ ନବୀକରଣ ପାଇଁ ଭୁବନେଶ୍ୱର ଆସିଥିଲେ। ଏହା ପରେ ତାଙ୍କ ପ୍ରେମିକା ତାଙ୍କୁ ଏକ ଘରୋଇ ସଂସ୍ଥାର ଅଫିସକୁ ଡାକିଥଲେ। ସେଠାରେ ଶ୍ରୀ ମହାନ୍ତି ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲାା ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକା ଓ ସେଠାରେ ଉପସ୍ଥିତ ଥିବା ତାଙ୍କର ଆଉ ଜଣେ ପୁରୁଷ ବନ୍ଧୁୁ ଶ୍ରୀ ମହାନ୍ତିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଉଭୟ ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁୁ ଯାଇ ଳକ୍ଷ୍ମୀସାଗର ଥାନାରେ ଆଜି ସକାଳେ ଆତ୍ମ ସମର୍ପଣ କରିଛନ୍ତି ।

ପଢନ୍ତୁ : କ୍ୟାନସରରୁ ମୁକ୍ତି ଦେଇଥାଏ କାଜୁ! ଆସନ୍ତୁ ଜାଣିବା ଏହାକୁ ଖାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ

 

Related posts

ଭୁବନେଶ୍ୱର: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା ଚଳନ୍ତା କାର ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ENO Beuro

ସାତ ଦିନିଆ ଭାରତ ଗସ୍ତରେ କାନାଡ଼ା ପ୍ରଧାନମନ୍ତ୍ରୀ : ସପରିବାରଙ୍କ ସହ ପରିଦର୍ଶନ କଲେ ତାଜମହଲ

ENO Beuro

ବନ୍ଦ ହୋଇପାରେ ବିଏସ୍ଏନ୍ଏଲ୍

ENO Beuro

Leave a Comment