News

ପାରାଦୀପରେ ମାଛ ମଡ଼କ

fish

ପାରାଦୀପ ସାହାରା ମତ୍ସ୍ୟଦିଆ ନଦୀ କୂଳରେ ମାଛ ମଡ଼କ ଦେଖିବାକୁ ମିଳିଛି। ଆଜି ସକାଳୁ ନଦୀରେ ହଜାର ହଜାର ମଲା ମାଛ ଭାସୁଥିବାର ଦେଖାଯାଇଛି । ଏହାର କାରଣ କାରଣ ଅସ୍ପଷ୍ଟ ରହିଥିବା ବେଳେ ନଦୀଜଳ ପ୍ରଦୂଷଣ କାରଣରୁ ମାଛ ମଡ଼କ ସନ୍ଦେହ କରାଯାଉଛି।

fish

ନିକଟରେ କାରଖାନା ଥିବାରୁ ସେଠାକାର ବର୍ଜ୍ୟବସ୍ତୁ ଆସି ନଦୀରେ ମିଶୁଛି। ଏଥିଯୋଗୁଁ ମାଛ ମରି ଭାସୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବିଶେଷଜ୍ଞ ଦଳ ତଦନ୍ତ ଆରମ୍ଭ କରିଛନ୍ତି। ମାଛ ମଡ଼କ ପୂର୍ବରୁ ଅନେକ ଥର ହୋଇଥିଲେ ମଧ୍ୟ ଏହି ସମସ୍ୟାର କୌଣସି ସମାଧାନ ହୋଇପାରି ନାହିଁ।

 

ପଢନ୍ତୁ;ଓଡ଼ିଶାର ୨୯ ଜଣଙ୍କୁ ମିଳିବ ପୋଲିସ ପଦକ

Related posts

ଆଲଜେରିଆରେ ବିମାନ ଦୁର୍ଘଟଣା : ୨୫୭ ମୃତ

ENO Beuro

ଆଫଗାନୀସ୍ତାନ:କାବୁଲରେ ଆତ୍ମଘାତୀ ବିସ୍ଫୋରଣ ୨୬ ମୃତ,୧୮ ଗୁରୁତର

ENO Beuro

ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ଦଣ୍ଡ

ENO Beuro

Leave a Comment