News

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକ

ଆଜିର ଦିନରେ ଓଡିଶା ହରେଇଥିଲା ତାର ପ୍ରିୟ ସନ୍ତାନକୁ। ସେ ଆଉ କେହିନୁହନ୍ତି ଓଡିଶାର ପୂର୍ବତନ ମୁଖମନ୍ତ୍ରୀ ବିଜୁ ପଟ୍ଟନାୟକ । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକୀ  । ଏହି ଅବସରରେ ବିଜେଡି ପାର୍ଟି ଅଫିସ୍‌ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ତାଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ମଧ୍ୟ ବିଜେଡି କାର୍ଯ୍ୟାଳୟ ଯାଇ ବିଜୁ ବାବୁଙ୍କ ସ୍ମୃତିଚାରଣ  କରିଛନ୍ତି।

ପୁରୀ ସ୍ୱର୍ଗଦ୍ୱାରସ୍ଥିତ ବିଜୁବାବୁଙ୍କ ସମାଧୀପୀଠରେ ମଧ୍ୟ  ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏକ ନିରାଡମ୍ବର ଉତ୍ସବରରେ ପୁରୀ ସାଂସଦ ପିନାକି ମିଶ୍ର, ବିଧାୟକ ମହେଶ୍ୱର ମହାନ୍ତିଙ୍କ ସମେତ ବହୁ ବିଜେଡି କର୍ମୀ  ଓ ସ୍ଥାନୀୟ ଲୋକେ ସାମିଲ ହୋଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ।

ପଢନ୍ତୁ: ଭାରତରେ ଆଉ ଚାଲିବନି ‘ଟିକ୍‌ଟକ୍‌’

Related posts

ଇପିଏଫ ଆକାଉଂଟଧାରୀଙ୍କ ପାଇଁ ଦୁଃସମ୍ବାଦ , ମିଳୁଥିବା ସୁଧ ଉପରେ ମଧ୍ୟ ଦେବାକୁ ପଡିବ ଟାକ୍ସ

ENO Beuro

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ENO Beuro

ରାହୁଲ କହିଲେ “ମସୁଦ ଆଝାରଜୀ”: ପ୍ରତିଆକ୍ରମଣ କଲା ବିଜେପି

ENO Beuro

Leave a Comment