EnewsOdia.Com

ଦୀପିକା ପାଦୁକୋଣ ନିଜେ ନିର୍ମାଣ କରିବେ ‘ମହାଭାରତ’

ମେଘନା ଗୁଲଜାରଙ୍କ ଫିଲ୍ମ ଛପାକରୁ ପ୍ରଡ୍ୟୁସର ହୋଇଥିବା ଦୀପିକା ପାଦୁକୋଣ ନିଜର ଏହି ନୂଆ ଭୂମିକାରେ ସମ୍ପୂର୍ଣ୍ଣ ଭାବେ ଢ଼ଳି ଯାଇଛନ୍ତି। ପ୍ରଡ୍ୟୁସର ହେଉ ହେଉ ଦୀପିକା ନିଜ ହାତରେ ଏକ ଏପରି ପ୍ରୋଜେକ୍ଟ ନେଇଛନ୍ତି, ଯାହା କୌଣସି ଫିଲ୍ମନିର୍ମାତାଙ୍କ ପାଇଁ ସହଜ ନୁହେଁ। ଦୀପିକା ପାଦୁକୋଣ ‘ମହାଭାରତ’କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଖାସ୍ କଥା ହେଉଛି ଏହା ଯେ ଦୀପିକା ନିଜେ ଏହି ଫିଲ୍ମରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିବେ।

ଦୀପିକାଙ୍କ ଏହି ମହାଭାରତ ଦ୍ରୌପଦୀ ଚରିତ୍ର ଜରିଆରେ କାହାଣୀ ଉପସ୍ଥାପନ କରିବ। ଦୀପିକାଙ୍କ ସହ ଏହି ଫିଲ୍ମକୁ ମଧୁ ମାଣ୍ଟେନା ନିର୍ମାଣ କରିବେ। ଫିଲ୍ମର ବାକି ଷ୍ଟାରକାଷ୍ଟ ଏଯାଏଁ ସ୍ଥିର ହୋଇନାହିଁ। ଫିଲ୍ମଟି ୨ଟି କିମ୍ବା ୩ଟି ଭାଗରେ ନିର୍ମାଣ କରାଯିବ ଏବଂ ପ୍ରଥମ ଭାଗ ୨୦୨୧ମସିହାରେ ରିଲିଜ ହେବ। ମହାଭାରତକୁ ନିର୍ମାଣ କରିବା ପାଇଁ ଏକ ବଡ଼ ଫିଲ୍ମମେକରଙ୍କୁ ଖୋଜା ଚାଲିଛି।

ପଢନ୍ତୁ: ଚନ୍ଦ୍ରରେ କଳଙ୍କ କାହିଁକି! ପ୍ରଶ୍ନର ଉତ୍ତର ଦେଲା ନାସା

ସମ୍ବନ୍ଧିତ ଖବର

ଅଇଁଠା ବାସନ ମାଜିବା ସହ ଶୌଚାଳୟ ସଫା କଲେ ସଲମାନ ଖାନ୍

Ratnamani Maharana

୧୧ ବିଲିୟନ କୋଟି ଟଙ୍କାର ମାଲିକ ସୈଫ ଅଲ୍ଲୀ ଖାନ

Ratnamani Maharana

ହିରୋପନ୍ଥୀ ୨ କରିବେ ଟାଇଗର ଶ୍ରଫ୍

Ratnamani Maharana

ମୋଗାମ୍ବୋ ଚରିତ୍ରରେ ନଜର ଆସିବେ ଶାହରୁଖ ଖାନ

Ratnamani Maharana

ଓଡ଼ିଆ ଯୁବକଙ୍କୁ ବାହା ହେବେ ଅଭିନେତ୍ରୀ ଝିଲିକ୍‌, ନାଁକୁ ନେଇ ସସ୍‌ପେନ୍ସ

Ratnamani Maharana

ବନ୍ଦ ହୋଇଯିବ ଦୀପିକାଙ୍କ ଟେଲି-ସୋ ‘କବଚ… ମହାଶିବରାତ୍ରୀ’

Ratnamani Maharana