ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଯୋଡ଼ିଙ୍କ ବିବାହ ଫଟୋ! ଆସନ୍ତୁ ଜାଣିବା ଏହି ଫୋଟୋ ପଛରେ ଥିବା ସତ୍ୟତା ସମ୍ପର୍କରେ

ଚଳିତ ବର୍ଷ ଆରମ୍ଭରେ ଦୀପିକା ଏବଂ ରଣବୀରଙ୍କ ବିବାହକୁ ଦେଇ ଅନେକ ଖବର ସାମ୍ନାକୁ ଆସିଥିଲା । କେତେବେଳେ ଦୀପିକାଙ୍କ ଜନ୍ମଦିନରେ ଶ୍ରୀଲଙ୍କାରେ ତାଙ୍କ ନିର୍ବନ୍ଧ ପ୍ଲାନର ଖବର ସାମ୍ନାକୁ ଆସିଥିଲା ତ କେତେବେଳେ ଚଳିତ ବର୍ଷ ଶେଷରେ ତାଙ୍କ ବିବାହ ହେବ ବୋଲି ଖବରର ସାମ୍ନାକୁ ଆସିଥିଲା।

କିନ୍ତୁ ବର୍ତ୍ତମାନ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି

କଥାଟି ହେଉଛି ସୋସିଆଲ ମିଡିଆରେ ଏବେ ରଣବୀର ଏବଂ ଦୀପିକାଙ୍କ ବିବାହ ଗେଟଅପ ଫଟୋ ଦୃତଗତିରେ ଭାଇରାଲ ହେବାରେ ଲାଗିଛି । ବିରୁଷ୍କାଙ୍କ ପରେ ରଣବୀର ଏବଂ ଦୀପିକାଙ୍କ ଯୋଡି ଖୁବ ସୁନ୍ଦର ଦେଖାଯାଉଥିବା ନଜରକୁ ଆସିଛି।

ଏହାମଧ୍ୟରେ ପ୍ରଶଂସକ ମାନେ ସମସ୍ତ ଖବରକୁ ପଛରେ ପକାଇ ଏହି ଯୋଡିଙ୍କର ବିବାହ ଲୁକ ରିଲିଜ କରି ଦେଇଛନ୍ତି । ଏହା ସତ ଯେ, ଏହି ଯୋଡିଙ୍କର ଅନେକ ପ୍ରଶଂସକ ରହିଛନ୍ତି ଏବଂ ଏହି ଯୋଡିକୁ ସୋସିଆଲ ମିଡିଆରେ ‘ଦିପବୀର’ନାମରେ ମଧ୍ୟ ଲୋକମାନେ ଜାଣନ୍ତି । ଏହି ‘ଦିପବରୀ’ଙ୍କ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ବିବାହ ଲୁକର ଫଟୋ ଚିତ୍ରିତ କରି ଅପଲୋଡ କରିଛନ୍ତି । ଯାହା ଅତ୍ୟନ୍ତ ରୋମାଂଚକ ଦେଖାଯାଉଛି।

ପଢନ୍ତୁ; ଗରୁଡ଼ ପୁରାଣ ଅନୁସାରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କୁ ସତ କହୁଛି କି ମିଛ କହୁଛି କିପରି ଜାଣିବେ?

ଏହାମଧ୍ୟରେ ପ୍ରଶଂସକ ମାନେ ସମସ୍ତ ଖବରକୁ ପଛରେ ପକାଇ ଏହି ଯୋଡିଙ୍କର ବିବାହ ଲୁକ ରିଲିଜ କରି ଦେଇଛନ୍ତି - 8.6

86%

ବିରୁଷ୍କାଙ୍କ ପରେ ରଣବୀର ଏବଂ ଦୀପିକାଙ୍କ ଯୋଡି ଖୁବ ସୁନ୍ଦର ଦେଖାଯାଉଥିବା ନଜରକୁ ଆସିଛି। - 8.9

89%
8.8/10

Very Good!

ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଯୋଡ଼ିଙ୍କ ବିବାହ ଫଟୋ! ଆସନ୍ତୁ ଜାଣିବା ଏହି ଫୋଟୋ ପଛରେ ଥିବା ସତ୍ୟତା ସମ୍ପର୍କରେ

ଚଳିତ ବର୍ଷ ଆରମ୍ଭରେ ଦୀପିକା ଏବଂ ରଣବୀରଙ୍କ ବିବାହକୁ ଦେଇ ଅନେକ ଖବର ସାମ୍ନାକୁ ଆସିଥିଲା । କେତେବେଳେ ଦୀପିକାଙ୍କ ଜନ୍ମଦିନରେ ଶ୍ରୀଲଙ୍କାରେ ତାଙ୍କ ନିର୍ବନ୍ଧ ପ୍ଲାନର ଖବର ସାମ୍ନାକୁ ଆସିଥିଲା ତ କେତେବେଳେ ଚଳିତ ବର୍ଷ ଶେଷରେ ତାଙ୍କ ବିବାହ ହେବ ବୋଲି ଖବରର ସାମ୍ନାକୁ ଆସିଥିଲା।

No Votes Yet

You're not rated yet