News

‘ସେନାକୁ ଅସ୍ତ୍ର କିଣିବା ନେଇ ଆହୁରି କ୍ଷମତାଶାଳୀ କରାଯାଇଛି’: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

ଜମ୍ମୁ କାଶ୍ମୀରର ପୁଲୱାମ  ଆକ୍ରମଣ  ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଭାରତର ସୁରକ୍ଷାକୁ ବହୁଗୁଣରେ ବଢେଇ ଦିଆଯାଇଛି। ଏହି ସୁରକ୍ଷା ବିଷୟରେ ମୁହଁ ହୋଲିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଏକ ସାକ୍ଷାତକାରରେ ସେ କହିଛନ୍ତି, ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଆହୁରି କ୍ଷମତାଶାଳୀ କରାଯାଇଛି। ତେବେ ପୁଲୱାମା ଘଟଣା ପରେ ସେନା କେବେ କେଉଁ ଭଳି ଅସ୍ତ୍ର କିଣିବାକୁ ଚାହୁଁଛି, ସେନେଇ କ୍ଷମତାକୁ ଆହୁରି ବ୍ୟାପକ କରାଯାଇଛି ବୋଲି ଖବର ସରାବରାହ ସଂସ୍ଥା ANIକୁ   ଏକ ସକ୍ଷାତକାରରେ ନିର୍ମଳା କହିଛନ୍ତି।

ଉରି ଆକ୍ରମଣ  ପରେ ମଧ୍ୟ ସରକାର ଭାରତୀୟ ସେନାକୁ ଅସ୍ତ୍ର କିଣିବା ନେଇ ଜରୁରୀକାଳୀନ କ୍ଷମତା  ପ୍ରଦାନ କରିଥିଲା ବୋଲି ସୂଚନା ଦେଇଛନ୍ତି ସିତାରମଣ। ଉରି ଆକ୍ରମଣ ପରେ ମଧ୍ୟ ସରକାର ଭାରତୀୟ ସେନାକୁ ଅସ୍ତ୍ର କିଣିବା ନେଇ ଜରୁରୀକାଳୀନ କ୍ଷମତା ପ୍ରଦାନ କରିଥିଲା।
ପଢନ୍ତୁ: ଆଜି ରାତିରୁ ବନ୍ଦ ହେବ ଜେଟ ଏୟାରୱେଜ୍

Related posts

ଚୀନର ବାଦଶାହା ଜିନ୍‌ପିଙ୍ଗ୍‌ ହେବେ ଆଜୀବନ ରାଷ୍ଟ୍ରପତି !

ENO Beuro

ପ୍ରତିଷ୍ଠା ଦିବସରେ ନବୀନଙ୍କ ପାଲଟା ଆକ୍ରମଣ: ଓଡିଶାବାସୀଙ୍କ ହକ୍ ପାଇଁ ଆନ୍ଦୋଳନ ଜାରି ରହିବ

ENO Beuro

ଅନୁଭବଙ୍କୁ ହତ୍ୟା ଧମକ ଦେଇ ଗୁଜୁରାଟରୁ ଗିରଫ ହେଲା କାଳିଆ ବାରିକ

Ratnamani Moharana

Leave a Comment