News

ସେନା ପାଇଁ କିଣାଯିବ ୧୦ ଲକ୍ଷ ହ୍ୟାଣ୍ଡଗ୍ରେନେଡ: ପ୍ରତିରକ୍ଷା ମନ୍ତ୍ରାଳୟ

ଭାରତୀୟ ସେନା ପାଇଁ ୧୦ଲକ୍ଷ ହ୍ୟାଣ୍ଡଗ୍ରେନେଡ  କିଣିବାକୁ ନିଷ୍ପତି ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଚଳିତ ସପ୍ତାହରେ ଏନେଇ କିଛି ଚୁଡାନ୍ତ ନିଷ୍ପତି ନିଆଯିବ। ଏଥିପାଇଁ ସରକାର ୫୦୦ କୋଟି ତାଙ୍କ ବ୍ୟୟ କରିବ। ସେନା  ପାଇଁ ଯେଉଁ ମଲ୍ଟିମୋଡ ହ୍ୟାଣ୍ଡଗ୍ରେନେଡ କିଣାଯିବା ତାହାକୁ ଭାରତର ପ୍ରତିରକ୍ଷା ଗବେଷଣା  ଏବଂ ବିକାଶ ସଂଗଠନ  ତିଆରି କରିଛି।

ଏବେ ଭାରତୀୟ କମ୍ପାନୀକୁ ଏହାର ଅଧିକ ସଂଖ୍ୟାରେ ଉତ୍ପାଦନ ପାଇଁ ଦାଇତ୍ଵ ଦିଆଯାଇଥିବା ସୂଚନା ରହିଛି। ତେବେ ଏହି ହ୍ୟାଣ୍ଡଗ୍ରେନେଡ ଆମ ସେନା ପାଇଁ ଏକ ମୁଖ୍ୟ ଅସ୍ତ୍ର  ହେବ।

ପଢନ୍ତୁ: କଂଗ୍ରେସକୁ ଆଉ ଏକ ଝଟକା: ଇସ୍ତଫା ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

Related posts

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

ENO Beuro

ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟୁଇଟର ପୃଷ୍ଠାରେ ଛାଡି ବିବାଦରେ କେନ୍ଦ୍ରମନ୍ତ୍ରୀ!

ENO Beuro

Odisha boy Satyarth Nayak Started Working As A Lead Writer For Sony’s Mega Serial PORUS

ENO Beuro

Leave a Comment