Loading...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେନି, ଚିଠି ଲେଖି ଜଣାଇଲେ ଅରବିନ୍ଦ କେଜ୍ରିଓ୍ବାଲ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେନି, ଚିଠି ଲେଖି ଜଣାଇଲେ ଅରବିନ୍ଦ କେଜ୍ରିଓ୍ବାଲ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ତାଙ୍କୁ ଆଜି ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲା ଇଡି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀ ମଦନୀତି ମାମଲାରେ ତାଙ୍କୁ ଆଜି ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲା ଇଡି । ତେବେ ସେ ବିଭିନ୍ନ କାରଣରୁ ଆଜି ହାଜର ହୋଇପାରିବେ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିବା ପରେ ତାଙ୍କୁ ଅନ୍ୟ କୌଣସି ତାରିଖ ଲାଗି ନୋଟିସ ଦିଆଯିବା ସମ୍ଭାବନା ରହିଛି । 

ସୂଚନାନୁସାରେ, ବର୍ତ୍ତମାନ ନିର୍ବାଚନ ପ୍ରଚାର ଲାଗି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି କେଜ୍ରିଓ୍ବାଲ । ଏହି ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି କେଜ୍ରିଓ୍ବାଲ । ନିଜ ପତ୍ରରେ କେଜ୍ରିଓ୍ବାଲ ଦର୍ଶାଇଛନ୍ତି ତୁରନ୍ତ ଏହି ନୋଟିସକୁ ପ୍ରତ୍ୟାହାର କରାଯାଉ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.