February 17, 2019

ସାମ୍ବାଦିକ ପ୍ରିୟା ରମାନିଙ୍କୁ ସମନ 

law

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଦ୍ଵାରା ଦାଏର କରାଯାଇଥିବା ଅପରାଧିକ ମାନହାନି ମାମଲାରେ ସାମ୍ବାଦିକ ପ୍ରିୟା ରମାନିଙ୍କୁ ଦିଲ୍ଲର ପଟିଆଲା ହାଉସ କୋର୍ଟ ମଙ୍ଗଳବାର ସମନ ଜାରି ଦିଲ୍ଲୀର ମାମଲାରେ ସାମ୍ବାଡିକ ପ୍ରିୟା ରମାନିଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଙ୍ଗଳବାର ସମନ ଜାରି କରିଛନ୍ତି। ସେଥିରେ ଫ୍ରେବୁଆରି ୨୫ ତାରିଖରେ ମାମଲା ପରବର୍ତ୍ତୀ ଶୁଣାଣୀ ଦିନ ଉପସ୍ଥିତ ରହିବାକୁ ତାଙ୍କୁ ନିର୍ଦେଶ ମିଳିଛି।

ସୂଚନାଯୋଗ୍ୟ, ଗତବର୍ଷ ସାମ୍ବାଦିକା ପ୍ରିୟା ରମାନୀ ଆକବର ତାଙ୍କୁ ୨୦ ବର୍ଷ ତଳେ ଅସଦାଚରଣ କରିଥିବାର ଅଭିଯୋଗ କରିଥିଲେ । ଏହି ବିବାଦ କାରଣରୁ ଆକବରଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । ଏହାପରେ ସେ ପ୍ରିୟାଙ୍କ ବିରୋଧରେ ମାନହାନି କରିଥିଲେ । ଏନେଇ ଫେବୃଆରୀ ୨୫ରେ କୋର୍ଟରେ ହାଜର ହେବାକୁ ପଟିଆଲା ହାଉସ କୋର୍ଟ ସମନ ଜାରି କରିଛନ୍ତି।

ପଢନ୍ତୁ; ଗାୟକ ରାହତ ଫତେ ଅଲି ଖାଁଙ୍କୁ ଇଡ଼ି ନୋଟିସ୍‌

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More