ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ଓଟିଭିକୁ ଦିଲ୍ଲୀ କୋର୍ଟଙ୍କ ସମନ । ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏମ୍ଡି ଓ ଏଡିଟର ଇନ୍ ଚିଫଙ୍କୁ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମନ ଜାରି କରିଛନ୍ତି। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ଉଦ୍ୟମ ନେଇ ହୋଇଥିବା ଆବେଦନରେ କୋର୍ଟ ସମନ ଜାରି କରିଛନ୍ତି।
ଓଟିଭିକୁ ଦିଲ୍ଲୀ କୋର୍ଟଙ୍କ ସମନ । ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏମ୍ଡି ଓ ଏଡିଟର ଇନ୍ ଚିଫଙ୍କୁ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମନ ଜାରି କରିଛନ୍ତି। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ଉଦ୍ୟମ ନେଇ ହୋଇଥିବା ଆବେଦନରେ କୋର୍ଟ ସମନ ଜାରି କରିଛନ୍ତି। ଦାଖଲ ହୋଇଥିବା ପ୍ରମାଣରୁ ପ୍ରାଥମିକ ଯାଞ୍ଚରେ ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ପାଇଁ ଉଦ୍ୟମ ହୋଇଥିବା କୋର୍ଟ ଜାଣିବାକୁ ପାଇଛନ୍ତି । ଆଇପିସି ଧାରା ୫୦୦ ଓ ୩୪ ଅନୁସାରେ ଦଣ୍ଡିତ ହେବା ଭଳି କାର୍ଯ୍ୟ କରିଛନ୍ତି ।
ତେଣୁ ମାର୍ଚ୍ଚ ୨୭ତାରିଖ ସୁଦ୍ଧା କୋର୍ଟରେ ହାଜର ହେବା ପାଇଁ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଟେଲିଭିଜନ ପକ୍ଷରୁ ଅନେକ ଥର ଅନୁଭବ ମହାନ୍ତିଙ୍କ ସମ୍ମାନହାନୀ ହେବା ଭଳି ଖବର ପ୍ରସାରଣ କରାଯାଇଛି । ୟୁଟ୍ୟୁବ, ଇମେଲ୍ ଓ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅସମ୍ମାନ କରାଯାଇଛି । ଜାଣିଶୁଣି ତାଙ୍କ ସମ୍ମାନହାନୀ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଇଥିବା ଅନୁଭବ ଆବେଦନରେ ଅଭିଯୋଗ କରିଛନ୍ତି । ଏଥିସହ ଅନୁଭବ ମହାନ୍ତି ରାଜନୈତିକ କ୍ୟାରିୟରକୁ ମଳିନ କରିବା ପାଇଁ ମିଛ ଅପପ୍ରଚାର କରାଯାଇଥିବା ଅଭିଯୋଗ କରିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।