ଆସନ୍ତୁ ପ୍ରସ୍ତୁତ କରିବା ''ବରକୋଳି ଆଚାର''
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
Loading...
ପ୍ରଥମେ ବୋନଲେସ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ, କର୍ଣ୍ଣଫ୍ଲୋର, ଅଦାରସୁଣ ପେଷ୍ଟ, କିଛି ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
ଆବଶ୍ୟକ ସାମଗ୍ରୀ:
ବୋନଲେସ ଚିକେନ
ଗୋଲମରିଚ ଗୁଣ୍ଡ
ଟମାଟୋ ସସ୍
ଚିଲି ସସ୍
ଭିନେଗାର
ଲୁଣ
କର୍ଣ୍ଣଫ୍ଲୋର
ଅଦା
ରସୁଣ
କଞ୍ଚା ଲଙ୍କା
ବଟର, ସୋୟା ସସ୍
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ବୋନଲେସ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ, କର୍ଣ୍ଣଫ୍ଲୋର, ଅଦାରସୁଣ ପେଷ୍ଟ, କିଛି ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ପ୍ରାୟ ଏକ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍ରେ ରିଫାଇନ ପକାଇ ଚିକେନକୁ ଭଲ ଭାବେ ଫ୍ରାଏ କରି ଦିଅନ୍ତୁ।
ଏହାପରେ ଅନ୍ୟ ଏକ ପ୍ୟାନ୍ରେ ବଟର ପକାନ୍ତୁ। ତାହା ଗରମ ହୋଇଗଲେ ଛୋଟ ଛୋଟ ସ୍ଲାଇସ୍ ଭାବେ କଟା ହୋଇଥିବା ରସୁଣ, କଞ୍ଚାଲଙ୍କା ପକାଇ ତାହାକୁ ହାଲକା ଭାଜନ୍ତୁ। ଏବେ ସେଥିରେ ସୋୟାସସ୍, ଟମାଟୋ ସସ୍, ଚିଲି ସସ୍ ପକାନ୍ତୁ। ଏହାପରେ କର୍ଣ୍ଣଫ୍ଲୋରର ଏକ ଘୋଳ ପ୍ରସ୍ତୁତ କରି ଦିଅନ୍ତୁ। ଏହା ଗାଢ଼ା ହୋଇଗଲେ ସେଥିରେ ଚିକେନ ଫ୍ରାଏ ପକାଇ ଦିଅନ୍ତୁ। ତାହା ଉପରେ ଗୋଲମରିଚ ଗୁଣ୍ଡ ପକାଇ କିଛି ଲେମ୍ବ ଚିପୁଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବଟର, ଗାର୍ଲିକ ଚିକେନ ।
Shakespeare, in the beautiful garden, among the party. Some of the hall: in fact she was ever to.
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ।
ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର। ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାକୁ ଆସିଥିଲେ କାଉସିଲିଂ ପାଇଁ। ଶ୍ରୀୟା ୨ ଦିନ ସମୟ ନେଇଥିଲେ ।