News

ସିନେ ଜଗତର ଦାବି ଓଡିଆ ସିନେମା ହେଉ ଜିଏସଟି ମୁକ୍ତ

maharaja

ଓଡିଆ ଚଳଚିତ୍ର ଶିଳ୍ପ ସମାବେଶରେ ଉତ୍କଳ ସିନେମା ଚେମ୍ବର୍ସ ରଖିଥିଲା ପ୍ରସ୍ତାବ   ଓଡିଆ ସେନେମାକୁ ଜିଏସଟି  ମୁକ୍ତ କରାଯାଉ। ଯଦି ଏପରି ନ ହୁଏ  ତେବେ ଓଡିଆ ସିନେମା ବନ୍ଦ ହୋଇଯିବ। ଆଉ ଓଡିଆ  ଫିଲ୍ମର ଧାରା ଆଗକୁ ବଢିପାରିବ ନାହିଁ। ୨୦୦୬ ମସିହାରୁ ରାଜ୍ୟସରକାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଓଡିଆ ସିନେମାରେ  ମନୋରଞ୍ଜନ ଟିକସ ମୁକ୍ତ  କରିଥିଲେ। ମାତ୍ର ଜିଏସଟି ଆସିବାପରେ ପୁନର୍ବାର ଟିକସ ଲାଗୁ ହୋଇଗଲା। ଯେଉଁଥିପାଇଁ ଟିକେଟ ପିଛା ଜିଏସଟି ୧୨% ଦେବାକୁ ପଡୁଛି।

 

ଅନ୍ୟ ରାଜ୍ୟମାନଙ୍କୁ ଉଦାହରଣ ସ୍ୱରୂପ ନେଇ ଓଡିଶା ମଧ୍ୟ ଓଡିଆ ସିନେମାକୁ ଟିକସ ମୁକ୍ତ କରିବା  ଦରକାର। ଜିଏସଟି ଆସିବାପରଠାରୁ ରାଜ୍ୟରେ ସିନେମା ପ୍ରେକ୍ଷାଳୟ  କମିବାରେ  ଲାଗିଛି। ସିନେମା  ସଂଖ୍ୟା ବି ବଢିପାରୁନାହିଁ।ତେଣୁ ସରକାର ଏହାକୁ ଆନ୍ତରିକତର ସହ ବିଚାର କରିବାକୁ ଦାବି କରିଛି ଉତ୍କଳ ସିନେମା ଚେମ୍ବର୍ସ।

ପଢନ୍ତୁ: ବାଲାକୋଟ କ୍ଷୟକ୍ଷତି ସମୀକ୍ଷା ବିବାଦ: ପ୍ରମାଣ ଦେଲା ବାୟୁସେନା

Related posts

ଦିଲ୍ଲୀ ରୋହିଙ୍ଗ୍ୟା ଶିବିରରେ ଅଗ୍ନିକାଣ୍ଡ : ନିଆଁରେ ସମଗ୍ର ବସ୍ତି ପୋଡି ପାଉଁଶ!

ENO Beuro

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ପାସ୍‍ ହାର ୭୬.୨୩%

ENO Beuro

ଆଜି ସ୍ୱଳ୍ପ ବର୍ଷା, ୧୫ ରୁ ଅତି ପ୍ରବଳ ବୋଲି ପାଣିପାଗ ସଂସ୍ଥା ର ପୂର୍ବାନୁମାନ

ENO Beuro

Leave a Comment