Featured

ପାୱାରବ୍ୟାଙ୍କ୍ ବ୍ୟବହାର କରୁଛନ୍ତି କି? ସାବଧାନ! ନଚେତ ହୋଇପାରେ ଏହି ସବୁ ଅସୁବିଧା

ମୋବାଇଲ ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ତା ସହ ପାୱାରବ୍ୟାଙ୍କର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ପାୱରବ୍ୟାଙ୍କ ବ୍ୟବହାର ଯେତିକି ସୁବଧାଜନକ ସେତିକି ଅସୁବିଧା ମଧ୍ୟ ଉପୁଜାଇଥାଏ । ସାଧାରଣ ଦେଖାଯାଉଥିବା ଏହି ବ୍ୟାଟେରୀକୁ ସଠିକ୍ ଭାବେ ବ୍ୟବହାର ନକରିଲେ ଅନେକ ପ୍ରକାରର ଅସୁବିଧା ଉପୁଜିଥାଏ । ଏଣୁ ଆଜି ଆମେ ଆପଣଙ୍କୁ ପାୱାରବ୍ୟାଙ୍କ୍ ବ୍ୟବହାର କରିବାର କିଛି ସାଧାରଣ ଉପାୟ ବିଷୟରେ କହୁଛୁ-

ଜାଣିରଖନ୍ତୁ-

  • ପାୱାରବ୍ୟାଙ୍କକୁ ଦିନକୁ ଗୋଟିଏଥର ମୋବାଇଲ ଚାର୍ଜ ପାଇଁ ବ୍ୟବହାର କରିବା ଉଚିତ୍। କାରଣ ଏହାକୁ ଅଧିକ ବ୍ୟବହାର କରିବା ଦ୍ଵାରା ବ୍ୟାଟେରୀରେ ଅଧିକ ପ୍ରଭାବ ପଡ଼ିଥାଏ । ଯାହା ଫଳରେ ଏହା ଗରମ ହୋଇଯାଇଥାଏ ଏବଂ ଫାଟିବାର ଅଧିକ ସମ୍ଭାବନା ରହିଥାଏ।
  • କେତେକ ବ୍ୟକ୍ତିମାନେ ରାତି ତମାମ୍ ପାୱାରବ୍ୟଙ୍କକୁ ଚାର୍ଜ କରିଥାନ୍ତି । କିନ୍ତୁ ଏପରି କରିବା ଦ୍ବାରା ବ୍ୟାଟେରୀରେ ପ୍ରଭାବ ପଡ଼ିବା ସହ ଏହା ଫାଟିବାର ସମସ୍ୟା ମଧ୍ୟ ବଢ଼ିଥାଏ ।କେବେ ମଧ୍ୟ ଭୁଲରେ ଗରମ ସ୍ଥାନରେ ରଖି ପାୱାରବ୍ୟାଙ୍କ ଚାର୍ଜ କରନ୍ତୁ ନାହିଁ । ଏହା ଦ୍ବାରା ଏହା ଫାଟିବା ସହ ଖରାପ ହେବାର ମଧ୍ୟ ସମ୍ଭାବନା ବଢ଼ିଥାଏ ।
  • ପାୱାରବ୍ୟାଙ୍କକୁ ଭୁଲରେ ମଧ୍ୟ ଶରୀର ବା ସାର୍ଟର ପକେଟ ରେ ରଖିବା ଉଚିତ ନୁହେଁ। ଏହା ଦ୍ଵାରା ଶରୀରରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ପଢନ୍ତୁ; ଅନାସ୍ଥା ପ୍ରସ୍ତାବ ଆଲୋଚନା:ସଂସଦରେ ବିରଳ ଦୃଶ୍ୟ,ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ

Related posts

ମେଦ ବହୁଳତା କୁ ରୋକିବା ପାଇଁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି,ଜାଣନ୍ତୁ ସେ ସମ୍ପର୍କ ରେ

ENO Beuro

ଆପଣ ସୁନ୍ଦରତା କୁ ନେଇ ଚିନ୍ତିତ ଅଛନ୍ତି କି ? ଆସନ୍ତୁ ଜାଣିବା ଘରେଇ ଉପାଯରେ ସୌନ୍ଦର୍ଯ୍ୟ ବୃଦ୍ଧି

ENO Beuro

ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More