News

ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ଡା. ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ

ବରିଷ୍ଠ ବିଜେପି ନେତା ତଥା ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ  ତଥା ପୂର୍ବତନ ମନ୍ତ୍ରୀ ଡା.  ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା ମହାପାତ୍ରଙ୍କ ବିୟୋଗ ଘଟିଯାଇଛି। ଆଜି ସକାଳେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ  ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ତାଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା  ଖେଳିଯାଇଛି ।ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଦର୍ଶନ ପାଇଁ ରାଜନେତା, ବୁଦ୍ଧିଜୀବୀଙ୍କର ସୁଅ ଛୁଟିଛି ।
ପଢନ୍ତୁ: ଆସ୍ଥା ଭୋଟ୍‌ ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

Related posts

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ENO Beuro

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ENO Beuro

ଘୁଞ୍ଚିଲା ଅଯୋଧ୍ୟା ମାମଲା ଶୁଣାଣୀ

ENO Beuro

Leave a Comment