Loading...

ଓଡ଼ିଶାରେ ଡେଷ୍ଟିନେସନ ୱେଡିିଂ

ଓଡ଼ିଶାରେ ଡେଷ୍ଟିନେସନ ୱେଡିିଂ

ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ'।ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ।

ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ'।ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ। ଦେଓମାଳି ପର୍ବତ ଶିଖର ଉପରେ ମେଘମାଳ ଭିତରେ ବିବାହ କରିବାର ସ୍ବର୍ଗୀୟ ସୁଯୋଗ ଦେବାକୁ ଯାଉଛି ପର୍ଯ୍ୟଟନ ବିଭାଗ। ରାଜ୍ୟବାସୀଙ୍କ ଏହି ଅଭାବ ପୂରଣ ପାଇଁ ଏଥର ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି। ସୂଚନାନୁଯାୟୀ ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି ଓଡ଼ିଶ‌ାରେ ବି ‌ଡେଷ୍ଟିନେସନ୍‌ ୱେଡିଂ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.