• Home
  • News
  • ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ
News

ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ

ମରାଠା ସମୁଦାୟର ସଂରକ୍ଷଣ ଦାବୀକୁ ମହାରାଷ୍ଟ୍ର ସରକାର ଗ୍ରହଣ କରିନେଇଛନ୍ତି। ସେମାନଙ୍କୁ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‍ ପ୍ରତିସୁର୍ତି ଦେଇଛନ୍ତି।

ମରାଠା ସଂରକ୍ଷଣ ଆନ୍ଦୋଳନ ସାରା ରାଜ୍ୟକୁ ବ୍ୟାପିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗୁରୁବାର ବିଭିନ୍ନ ଦଳର ନେତା, ଆନ୍ଦୋଳନକାରୀ ଓ ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ଏ ନେଇ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି। ଏଥିରେ ଆଲୋଚନାରେ ଉପସ୍ଥିତ ସମସ୍ତ ପକ୍ଷ ଦସ୍ତଖତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ସେମାନଙ୍କ ଦାବିକୁ ସମର୍ଥନ କରୁଛନ୍ତି ଏବଂ ଯଥା ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବାର ଉଦ୍ୟମ ହେଉଛି।

ଅପରପକ୍ଷରେ ମରାଠା କ୍ରାନ୍ତି ମଞ୍ଚ ପକ୍ଷରୁ ବୁଧବାର ଆୟୋଜିତ ଜେଲ୍‍ଭରୋ ଆନ୍ଦୋଳନରେ ଗିରଫ କର୍ମୀମାନଙ୍କୁ ପୁଲିସ ଚାଡ଼ିଦେଇଛି।

ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ devendra fadnavis

ପଢନ୍ତୁ;କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି

Related posts

ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ

Krishna Kumar Manoj

ହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ, ମୁଖରିତ ହେଉଛି ହୀରାକୁଦର ଶାନ୍ତ ପରିବେଶ

Krishna Kumar Manoj

କେରଳରେ ୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା:୩୨୪ ମୃତ,୨ଲକ୍ଷ ବିସ୍ଥାପିତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More