Loading...

ଭାଇରାଲ ଫଟୋ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ଧୋତି ପିନ୍ଧାଇ ପାଛୋଟି ନେଲେ ସେବାୟତ

ଭାଇରାଲ ଫଟୋ:  ଶ୍ରୀମନ୍ଦିରରେ ଭକ୍ତଙ୍କୁ ଧୋତି ପିନ୍ଧାଇ ପାଛୋଟି ନେଲେ ସେବାୟତ

ଗତକାଲି କିଛି ଭକ୍ତ ହାପ ପ୍ୟାଣ୍ଟ ପିନ୍ଧି ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରାଇଲେ ସେବାୟତ ।

ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଯିବାବେଳେ ହଟହଟା ହେଲେ ଶ୍ରଦ୍ଧାଳୁ । ହାପ ପ୍ୟାଣ୍ଟ ପିନ୍ଧି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉଥିବାବେଳେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ । ଶ୍ରୀମନ୍ଦିରକୁ ଯିବାବେଳେ ଶୃଙ୍ଖଳିତ ପୋଷାକ ପରିଧାନ ଉପରେ ସଚେତନ କରିବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଲେ ।ସୂଚନା ଅନୁସାରେ, ଗତକାଲି କିଛି ଭକ୍ତ ହାପ ପ୍ୟାଣ୍ଟ ପିନ୍ଧି ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ସେମାନଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରାଇଲେ ସେବାୟତ । ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ସମ୍ପୃକ୍ତ ଭକ୍ତଙ୍କୁ ଅକଟାଇବା ସହ ଧୋତି ପିନ୍ଧାଇ ମନ୍ଦିର ଭିତରକୁ ଛାଡିଥିଲେ । ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମହାପ୍ରଭୁଙ୍କ ପାଇଁ ଆସିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଥିଲେ ସେବାୟତ । ନୂଆବର୍ଷ ପ୍ରଥମ ଦିନରୁ କଡାକଡି ହେବ ନିୟମ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.