Loading...

ନୂଆ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ନୂଆ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ମଞ୍ଚେଶ୍ୱର ଘାଟ ପଟୁ ର୍ନିମାଣ ହେବ ଅସ୍ତାଇ ରାସ୍ତା। ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର।

ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ମଞ୍ଚେଶ୍ୱର ଘାଟ ପଟୁ ର୍ନିମାଣ ହେବ ଅସ୍ତାଇ ରାସ୍ତା। ଆସନ୍ତା ୯ ତାରିଖରୁ ହେବ ଟେଣ୍ଡର। ୧୫ତାରିଖରୁ ଆସ୍ତାଇ ରାସ୍ତା କାର୍ଯ୍ଯ ଆରମ୍ଭ ଓ ଡ଼ିସେମ୍ବର ୩୦ ତାରିଖରେ ଶେଷ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରୀ। ଆସନ୍ତା ଜାନୁଆରୀ ପହିଲାରୁ ଅସ୍ତାଇ ରାସ୍ତା ଯୋଗେ ପୀଠ ମଧ୍ୟକୁ ଯାଇ ପାରିବେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ଗୁଜରାଟର ମୋର୍ବି ଝୁଲା ପୋଲ ଦୃଘଟଣା ପରେ ଧବଳେଶ୍ୱର ଝୁଲାପୋଲ କୁ ଅସୁରକ୍ଷିତ ଦର୍ଶାଇ ଦ୍ରିଘ ଏକ ମାସରୁ ଅଧିକ ଧରି ବନ୍ଦ ରହିଛି ସାଧାରଣ ଦର୍ଶନ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.