EnewsOdia.Com

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଖଡା ଆରମ୍ଭ

ବରଗଡ଼ ଜିଲାରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆଖଡା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ମା’ ସରସ୍ୱତୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଏହାର ଆରମ୍ଭ କରିଛନ୍ତି।

ବରଗଡ଼ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି ଆଖଡାରେ ସମସ୍ତ କଳାକାରମାନଙ୍କ ସହିତ ଧନୁଯାତ୍ରାର ଆବାହକ ସୁରେଶ୍ୱର ଶତପଥୀ, କଳାକାର ଆବାହନ କମିଟିର ସଂଯୋଜକ ଅଶୋକ ବେହେରା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରତିଦିନ ଏହି ଆଖଡା ଦିନ ୧୦ଟା ରୁ ଚାଲିବ ବୋଲି କୁହାଯାଇଛି। ସଂଯୋଜକ ଅଶୋକ ବେହେରାଙ୍କ ତତ୍ୱାବଧାନରେ ଏହି ଖୋଲାମଞ୍ଚ ନାଟକର ଆଖଡା ଆରମ୍ଭ ହୋଇଛି ।

ପଢନ୍ତୁ: ପିଆଜ ଦରବୃଦ୍ଧି ଋଣଗ୍ରସ୍ତରୁ ବନେଇଦେଲା କୋଟିପତି

ସମ୍ବନ୍ଧିତ ଖବର

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

ପୁରୁଣା ବଦଳରେ ନୂଆ ଆମ୍ବୁଲାନ୍ସ

Ratnamani Maharana

ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Whatsapp Pay

Ratnamani Maharana

ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର

Ratnamani Maharana

ଲକଡାଉନ ୨.0 କୁ ବିରୋଧ

admin

ଜଗନ୍ନାଥଙ୍କୁ ମିଳିଛି ୧୮୭ କୋଟି ଟଙ୍କା ଓ ୧୭ କେଜିରୁ ଅଧିକ ସୁନା

Ratnamani Maharana