ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆଶ୍ବିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
Loading...
୨ବର୍ଷର କରୋନା କଟକଣା ପରେ ମଥୁରା ନଗରୀରରେ ବସିଛି କଂସ ଦରବାର । ଆଜି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ମହାରାଜ କଂସ ରଙ୍ଗମହଲର ଉଦଘାଟନ କରିବେ ।
୨ବର୍ଷର କରୋନା କଟକଣା ପରେ ମଥୁରା ନଗରୀରରେ ବସିଛି କଂସ ଦରବାର । ଆଜି ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ । ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ମହାରାଜ କଂସ ରଙ୍ଗମହଲର ଉଦଘାଟନ କରିବେ । ସେପଟେ ଦେବକୀଙ୍କ ଅଷ୍ଟମ ର୍ଗରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ ଓ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ । ପ୍ରଥମ ଦିନରେ ମୁକ୍ତାକାଶ ରଂଗମଂଚରେ ଦେବକି ବାସୁଦେବଙ୍କ ବାହାଘର, ଯୁବରାଜ କଂସଙ୍କର ରାଜ୍ୟାଭିଷେକ ଭଳି ପ୍ରମୁଖ ଦୃଶ୍ୟ ଅଭୀନିତ ହେଉଛି । ବରଗଡରେ କଂସଙ୍କ ରାଜ୍ୟାଭିଷେକ ଚାଲିଥିବା ବେଳେ ଆମ୍ବାପାଲିଠାରେ ଗୋପପୁରର ଦୃଶ୍ୟ ଅଭିନୀତ ହୋଇଛି । ୧୧ ଦିନ ଧରି ବରଗଡ଼ ଧନୁଯାତ୍ରା ଚାଲିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଆଶ୍ବିନ କୃଷ୍ଣ ପକ୍ଷ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପୂର୍ବରୁ ଆପ ସାଂସଦଙ୍କ ସହ ଘନିଷ୍ଟ ଅନ୍ୟମାନଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ।
ଆଗକୁ ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ତିନି ଦଳ। କିଏ କାହା ଉପରେ ଦୋଷାରୋପ କରୁଛି ତ କିଏ କାହା କାମର ବାହାବାନେଇ ଏ ନିର୍ବାଚନ ପାରି ହେବାକୁ ନିଜକୁ ପ୍ରସ୍ତୁତ କରୁଛି ତେବେ ଏଥିମଧ୍ୟରେ ପୁଣି ଦୁଇ ବିଜେଡ଼ି ନେତାଙ୍କୁ ଦଳରୁ ବହିଷ୍କାର କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।