EnewsOdia.Com

ଇକୋ ରିଟ୍ରିଟରେ ରାତ୍ରିଯାପନ କଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରାମଚଣ୍ଡି ମୁହାଣ ନିକଟରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବ। ସମୁଦ୍ରର ସୁ ସୁ ଗର୍ଜ୍ଜନ ସାଙ୍ଗକୁ ବାଲିରେ ଟେଣ୍ଟର ପଞ୍ଚତାରକା ହୋଟେଲ । ତା ସହିତ ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡ଼ା, ଖାଦ୍ୟପେୟ ଓ ନେଚର ଟ୍ରାଏଲସର ମଜ୍ଜା ନେଉଛନ୍ତି ପର୍ଯ୍ୟଟକ। ତେବେ ଏହି ଇକୋ ରିଟ୍ରିଟ୍ ଉତ୍ସବରେ ସାମିଲ ହେବା ସହ ସେଠାରେ ଗୋଟିଏ ଦିନ ରାତ୍ରୀଯାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇକୋ ରିଟ୍ରିଟ୍ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଦ୍ୱାରା ଓଡିଶାର ଅର୍ଥନୀତି, ରୋଜଗାର ବୃଦ୍ଧି ପାଇବ ଏବଂ ଓଡିଶା ପର୍ଯ୍ୟଟନର ପରିଚୟ ସାରା ବିଶ୍ୱରେ ବଡ ହେବ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସଫଳତା ଲାଭ କରୁ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାବ୍ୟକ୍ତ କରିଛନ୍ତି ।

ପଢନ୍ତୁ: ୨୦୨୦ରେ ଓଡିଶାରେ ବର୍ଷିବ ନିଆଁ

ସମ୍ବନ୍ଧିତ ଖବର

କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି

Ratnamani Maharana

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Ratnamani Maharana

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା

Ratnamani Maharana

କୋର୍ଟ ଭିତରକୁ ମନା ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

Ratnamani Maharana

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌

Ratnamani Maharana

ମାଗଣା ସେବା ଦେଉଛି ରାପିଡୋ

Ratnamani Maharana