POLITICALS

ଜୁଏଲ ଓରାମଙ୍କ ଦିଲ୍ଲୀ ଘରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

Jj

ମିଠା ଖୁଆଇ ଶୁଭେଚ୍ଛା ଜଣାଇଲେ ଜୁଏଲ

କେନ୍ଦ୍ରରେ ନରେନ୍ଦ୍ର ମୋଦି  ନେତୃତ୍ୱାଧୀନ ଏନଡିଏ ସରକାରରେ ଓଡ଼ିଶାରୁ ପୁଣିଥରେ ୨ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି।ଓଡ଼ିଶାରେ ବିଜେପିର ଚେହେରା ସାଜିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ  ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି।  ଆଜି  ସକାଳେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଧର୍ମେନ୍ଦ୍ର ଏବଂ ପ୍ରତାପ, ଜୁଏଲଙ୍କ ନୂଆଦିଲ୍ଲୀ ବାସଭବନରେ ପହଞ୍ଚିଥିଲେ।

ଗତଥର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଜୁଏଲ ଏଥର ମୋଦିଙ୍କ କ୍ୟାବିନେଟରୁ ବାଦ୍ ପଡ଼ିଛନ୍ତି ।  ଦୁଇ ମନ୍ତ୍ରୀ ପହଞ୍ଚିବା ପରେ ଜୁଏଲ୍ ସେମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଜୁଏଲଙ୍କ ଦିଲ୍ଲୀ ଘରେ ବିଜେପିର ବହୁ ବରିଷ୍ଠ ନେତା ତଥା କେଭି ସିଂଦେଓ, ସଂଗୀତା ସିଂଦେଓ, ମନମୋହନ ସାମଲ ଓ କର୍ମୀମାନେ ଉପସ୍ଥିତ ଥିଲେ।

ପଢନ୍ତୁ: ଜୁନ୍‌ରେ ଓଡ଼ିଶା ଫେରିବେ ଜଗା-କାଳିଆ

 

 

Related posts

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

Ratnamani Moharana

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ENO Beuro

ବିଜେପିରେ ଯୋଗଦେଲେ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା

ENO Beuro

Leave a Comment