ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ ସାରି ଗ୍ରୀସ୍ ଯାଇଛନ୍ତି । ଗ୍ରୀସରେ ପହଞ୍ଚିବା ପରେ ମୋଦୀଙ୍କୁ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କରିଛନ୍ତି ଭାରତୀୟ ବଂଶୋଦ୍ଭବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ ସାରି ଗ୍ରୀସ୍ ଯାଇଛନ୍ତି । ଗ୍ରୀସରେ ପହଞ୍ଚିବା ପରେ ମୋଦୀଙ୍କୁ ଢୋଲ ବାଦ୍ୟ ଓ ବନ୍ଦେ ମାତରଂ ଧ୍ବନିରେ ସ୍ବାଗତ କରିଛନ୍ତି ଭାରତୀୟ ବଂଶୋଦ୍ଭବ। ପ୍ରଧାନମନ୍ତ୍ରୀ ରହୁଥିବା ଆଥେନ୍ସ୍ର ହୋଟେଲ୍ ଗ୍ରାଣ୍ଡ୍ ବ୍ରିଟେଗ୍ନି ବାହାରେ ଭାରତୀୟ ବଂଶୋଦ୍ଭବମାନେ ତାଙ୍କୁ ଗ୍ରୀକ୍ ‘ମଥାଫିତା’ (ବିଶେଷ ଉତ୍ସବରେ ମୁଣ୍ଡରେ ପିନ୍ଧା ଯାଉଥିବା ସାଜ) ପିନ୍ଧାଇ ସ୍ବାଗତ କରିଥିଲେ।
ସୂଚନାନୁସାରେ, ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ମଜବୁତ କରିବା ଲାଗି ୟୁରୋପୀୟ ଦେଶର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଆଜି(ଶୁକ୍ରବାର) ଗ୍ରୀସରେ ପହଞ୍ଚିଛନ୍ତି । ତେବେ ଦୀର୍ଘ ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ । ୪୦ ବର୍ଷ ପୂର୍ବରୁ ୧୯୮୩ ମସିହାରେ ଶେଷ ଥର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଯାଇଥିଲେ । ସେବେଠୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏହି ୟୁରୋପୀୟ ଦେଶ ଗସ୍ତ କରିନଥିଲେ । ଏହି ଗୋଟିଏ ଦିନ ଆଥେନ୍ସ୍ ରହଣିରେ ସେ ଗ୍ରୀକ୍ ନେତୃମଣ୍ଡଳୀ, ବ୍ୟାବସାୟୀ ସମ୍ପ୍ରଦାୟ, ଭାରତୀୟ ବଂଶୋଦ୍ଭବ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।