Loading...

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ନୂଆ ଆମ୍ବାସଡର ମହେନ୍ଦ୍ର ସିଂ ଧୋନି

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ନୂଆ ଆମ୍ବାସଡର ମହେନ୍ଦ୍ର ସିଂ ଧୋନି

ମହେନ୍ଦ୍ର ସିଂ ଧୋନିଙ୍କୁ ନୂଆ ଆମ୍ବାସଡର ଭାବେ ନୁଯୁକ୍ତ କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏସବିଆଇର ମାର୍କେଟିଂ ଏବଂ ବିଜ୍ଞାପନରେ ଧୋନୀଙ୍କୁ ଦେଖିବେ ଉପଭୋକ୍ତା।

ମହେନ୍ଦ୍ର ସିଂ ଧୋନିଙ୍କୁ  ନୂଆ ଆମ୍ବାସଡର ଭାବେ ନୁଯୁକ୍ତ କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏସବିଆଇର ମାର୍କେଟିଂ ଏବଂ ବିଜ୍ଞାପନରେ ଧୋନୀଙ୍କୁ ଦେଖିବେ ଉପଭୋକ୍ତା। ତେବେ ଆମ୍ବାସଡର ଭାବେ ନିଯୁକ୍ତ ହେବା ପରେ ଏଣିକି ଧୋନି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବିଭିନ୍ନ ଅଫର ସହ ୟୋନ ଆପ ବାବଦରେ ପ୍ରଚାର କରିବେ |  

ସୂଚନାନୁସାରେ, ଏସବିଆଇ ସହିତ ଧୋନି ଯୋଗ ଦେବା ଆମ ବ୍ରାଣ୍ଡକୁ ଏକ ନୂଆ ଉପଲବ୍ଧି ଦେବ। ଆମର ଲକ୍ଷ୍ୟ ହେଉଛି ବିଶ୍ୱାସ, ଅଖଣ୍ଡତା ଏବଂ ନିରନ୍ତର ଉତ୍ସର୍ଗ ସହିତ ଦେଶ ତଥା ଆମର ଗ୍ରାହକଙ୍କୁ ସେବା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୃଢ କରିବ ବୋଲି କହିଛି ଏସବିଆଇ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.