Celebs News

ସେନାରୁ ଫେରି ବିଜ୍ଞାପନ ସୁଟିଂରେ ବ୍ୟସ୍ତ ଧୋନି

Qaqaq 750x430

ସେନାରେ କାର୍ଯ୍ୟ କରିବା ପାଇଁ କ୍ୟାପଟେନ କୁଲ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି  କ୍ରିକେଟରୁ କିଛି ଦିନ ପାଇଁ ବିରତି ନେଇଥିଲେ | ତେବେ ଧୋନିଙ୍କର ଡ୍ୟୁଟି ଅଗଷ୍ଟ ୧୫ ତାରିଖରେ ସମାପ୍ତ ହୋଇଯାଇଛି | ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି କାଶ୍ମୀରରେ ଆତଙ୍କବାଦ ନିରୋଧ ୟୁନିଟରେ ପ୍ରଥମ ଥର ପାଇଁ ସାମିଲ ହୋଇ ପାରା କମାଣ୍ଡୋଙ୍କ ସହ କାର୍ଯ୍ୟ କରିଥିଲେ | ତେବେ ସେଠାରୁ ଫେରି ଏବେ ବିଜ୍ଞାପନ ସୁଟିଂ  ଆରମ୍ଭ କରିଦେଇଛନ୍ତି |

କୁହାଯାଉଛି ଅଗଷ୍ଟ ୨୧ ତାରିଖରେ ଧୋନି ମୁମ୍ବାଇର ମେହବୁବ ଷ୍ଟ୍ୟୁଡ଼ିଓରେ ଏକ ବିଜ୍ଞାପନ ସୁଟିଙ୍ଗ କରିଛନ୍ତି | ଏହି ସମୟରେ ଧୋନିଙ୍କ ଝିଅ ଜିଭା ଓ ପତ୍ନୀ ସାକ୍ଷୀ ସିଂ ମଧ୍ୟ ଉପସ୍ଥିତ ଥିଲେ | ଧୋନିଙ୍କ ହେୟାରଷ୍ଟାଇଲିଷ୍ଟ ସପନା ମୋତି ନିଜ ଅଫିସିଆଲ ଇନ୍ସଟାଗ୍ରାମରେ ସୁଟିଂ ସମୟର ଫଟୋ ପୋଷ୍ଟ କରିଛନ୍ତି |
ପଢନ୍ତୁ: ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଭାରତ

Related posts

New Comer Supriya In “Love Pain Kuchh Bhi Karega”

Jitendra

Pammy Mishra Is A Leading Ollywood Singer

Jitendra

ଟିକଟକ୍ ରେ ବିବାଦୀୟ ଭିଡିଓ ସେୟାର୍ କରି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍

Ratnamani Moharana

Leave a Comment