EnewsOdia.Com

ଦୀପାବଳି ପୂର୍ବରୁ ଝିଅ ଜିଭା ସହ ଗାଡ଼ି ଧୋଇଲେ ଧୋନି

ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଗାଡ଼ି ଧୋଇବାରେ ତାଙ୍କ ଝିଅ ଜିଭାଙ୍କ ସହାୟତା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ଉଭୟ ବାପା-ଝିଅ ଦୀପାବଳି ପୂର୍ବରୁ ନିଜ ଗାଡ଼ିକୁ ସଫାସୁତୁରା କରିବା ବେ‌ଳର ଏକ ଭିଡିଓକୁ ଧୋନି ଇନ୍‌ଷ୍ଟାଗ୍ରାମ ପୃ‌ଷ୍ଠାରେ ପ୍ରକାଶ କରିଥିଲେ।

ଏଥିରେ ଧୋନି ଲେଖିଥିଲେ, ଏହି ଛୋଟ ସହଯୋଗ ସବୁବେଳେ କାମରେ ଆସିଥାଏ, ବିଶେଷ କରି ନିଜ ‌ଲୋକଙ୍କ ପାଇଁ ଏହା ବଡ଼ ଗାଡ଼ି ସଦୃଶ।

ଏହି ‌ଭିଡିଓ ପୋଷ୍ଟ୍‌ ହେବା ପରେ ୨ କୋଟିରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିସାରିଲେଣି। ବଲିଉଡ୍‌ ଅଭିନେତା ରଣବୀର କାପୁର ଏହାକୁ ଦେଖିବା ସହ ନିଜର ମତ ଦେଇ ଲେଖିଛନ୍ତି, ‘ଡାଡିଙ୍କର ଛୋଟ ହେଲ୍‌ପର୍‌’।

ପଢନ୍ତୁ: ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

ସମ୍ବନ୍ଧିତ ଖବର

ଭଙ୍ଗା ମୋବାଇଲରେ କୋହଲିଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପ୍ରଶଂସକ

Ratnamani Maharana

ଆସନ୍ତାକାଲି ଆଇପିଏଲ ପାଇଁ ହେବାକୁ ଯାଉଛି ଖେଳାଳି ନିଲାମ

Ratnamani Maharana

ବାରବାଟୀ ଦିନିକିଆରେ ଆଖି ଝଲସାଇବ କ୍ଲକ୍‌ ଟାୱାର

Ratnamani Maharana

୨ ବର୍ଷ ପାଇଁ ବାସନ୍ଦ ହେଲେ ସାକିବ୍‌

Ratnamani Maharana

ପୁଣି ଜୋରିମାନା ଦେଲା ଟିମ୍‌ ଇଣ୍ଡିଆ

Ratnamani Maharana

ଟୋକିଓ ଅଲମ୍ପିକରେ ପହଞ୍ଚିଲା କରୋନା ଆତଙ୍କ

Ratnamani Maharana