ଓଜନ କମ୍‌ ପାଇଁ ଡାଏଟିଂ କରୁଛନ୍ତି କି ? ଏହା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

ଆଜିକାଲି ସମସ୍ତେ ଫିଟ ରହିବାକୁ ପସନ୍ଦ କରନ୍ତି । ଓଜନ ବୃଦ୍ଧି ହେଲେ ସଙ୍ଗେ ସଙ୍ଗେ କିଏ ଡାଏଟିଂ କରନ୍ତି ତ କିଏ ଜିମ ଯିବାକୁ ପସନ୍ଦ କରନ୍ତି । ବିଶେଷ କରି ମହିଳାମାନେ  ନିଜର ଫିଟ୍‌ନେସ ଉପରେ ଅଧିକ  ଧ୍ୟାନ ଦିଅନ୍ତି । ଯେଉଁ ମହିଳାମାନଙ୍କର  ଓଜନ  ଅଧିକ, ସେମାନେ  ତାକୁ  ହ୍ରାସ  କରିବା  ଲାଗି ସେମାନେ ଡାଏଟିଂ କରିଥାନ୍ତି । ଡାଏଟିଂ କରିବା ଶରୀର ପାଇଁ କେତେ ଉପଯୋଗୀ ଆସନ୍ତୁ ଜାଣିବା ।

ଏକ ଗବେଷଣାରୁ  ସ୍ପଷ୍ଟ  ହୋଇଛି ଯେ  ମାତ୍ରାଧିକ  ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କର କେତେକ କ୍ଷତି ହୋଇଥାଏ ।

  • ମାତ୍ରାଧିକ ବ୍ୟାୟମ ଓ ଡାଏଟିଂ କରିବା ଦ୍ଵାରା କେତେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ ।
  • ସେମାନଙ୍କର ହରମୋନ୍‌  ସନ୍ତୁଳନ ଖରାପ  ଆଡକୁ  ଗତି କରିଥାଏ । ଏହା ଫଳରେ ଋତୁସ୍ରାବରେ ଅନିୟମିତା ମଧ୍ୟ   ହୋଇଥାଏ । କେତେକଙ୍କ କ୍ଷେତ୍ରରେ  ଏହା ସଂପୂର୍ଣ୍ଣ ରୂପେ  ବନ୍ଦ ହେବାର ମଧ୍ୟ ଆଶଙ୍କା ମଧ୍ୟ  ଉପୁଜିଥାଏ ।
  • ଯେଉଁ ମହିଳାମାନେ  ଡାଏଟିଂ  କରୁଛନ୍ତି, ସେମାନେ  ନିୟମିତ ରୂପେ ଆବଶ୍ୟକ  ମାତ୍ରାରେ ଫ୍ୟାଟ୍‌  ଖାଇବା ଦରକାର ।
  • ତା’ଛଡ଼ା  ୩୦ ବା ୪୦ ମିନିଟ୍‌ରୁ  ଅଧିକ ସମୟ  ବ୍ୟାୟାମ କରିବା ଅନୁଚିତ ।
  • ଯୋଗାଭ୍ୟାସ  କରି  ଓଜନ ହ୍ରାସ  କରିବା  ଡାଏଟିଂ ଅପେକ୍ଷା  ଭଲ  ବୋଲି ଚିକିତ୍ସିକମାନେ  ମତ ଦେଇଛନ୍ତି ।

ପଢନ୍ତୁ ;

‘ମୁଗଲ୍‌’ ସିନେମାରେ ଏକା ସାଙ୍ଗରେ ନଜର ଆସିବେ ଏହି ଦୁଇ ସୁପର୍‌ଷ୍ଟାର୍‌

ମାତ୍ରାଧିକ ବ୍ୟାୟମ ଓ ଡାଏଟିଂ କରିବା ଦ୍ଵାରା କେତେକ ଶାରୀରିକ ସମସ୍ୟା ଦେଖା ଦେଇଥାଏ - 90%

90%

ଯୋଗାଭ୍ୟାସ  କରି  ଓଜନ ହ୍ରାସ  କରିବା  ଡାଏଟିଂ ଅପେକ୍ଷା  ଭଲ  ବୋଲି ଚିକିତ୍ସିକମାନେ  ମତ ଦେଇଛନ୍ତି - 88%

88%
89%

Very Good!

ଓଜନ କମ୍‌ ପାଇଁ ଡାଏଟିଂ କରୁଛନ୍ତି କି ? ଏହା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

ଆଜିକାଲି ସମସ୍ତେ ଫିଟ ରହିବାକୁ ପସନ୍ଦ କରନ୍ତି । ଓଜନ ବୃଦ୍ଧି ହେଲେ ସଙ୍ଗେ ସଙ୍ଗେ କିଏ ଡାଏଟିଂ କରନ୍ତି ତ କିଏ ଜିମ ଯିବାକୁ ପସନ୍ଦ କରନ୍ତି । ବିଶେଷ କରି ମହିଳାମାନେ  ନିଜର ଫିଟ୍‌ନେସ ଉପରେ ଅଧିକ  ଧ୍ୟାନ ଦିଅନ୍ତି । ଯେଉଁ ମହିଳାମାନଙ୍କର  ଓଜନ  ଅଧିକ, ସେମାନେ  ତାକୁ  ହ୍ରାସ  କରିବା  ଲାଗି ସେମାନେ ଡାଏଟିଂ କରିଥାନ୍ତି । ଡାଏଟିଂ କରିବା ଶରୀର ପାଇଁ କେତେ ଉପଯୋଗୀ ଆସନ୍ତୁ ଜାଣିବା ।

No Votes Yet

You're not rated yet